ଆରସିବିକୁ ଝଟ୍‌କା

ବାଙ୍ଗାଲୋର: ଆଇପିଏଲ୍‌ର ଦଶମ ସଂସ୍କରଣକୁ ଆଉ ମାତ୍ର ୪ଦିନ ବାକି । ହେଲେ ଚର୍ଚ୍ଚିତ ଚେହେରା ବିରାଟ କୋହଲିଙ୍କୁ ପ୍ରଥମ କେତୋଟି ମ୍ୟାଚରୁ ଦେଖିବାକୁ ପାଇବେନି ଦର୍ଶକ । ରାଞ୍ଚିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୩ୟ ଟେଷ୍ଟରେ ତାଙ୍କ କାନ୍ଧରେ ଆଘାତ ଲାଗିବାରୁ ସେ ଏପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଠିକ୍‌ ହୋଇନାହାନ୍ତି । ଫଳରେ ସେ ଆଇପିଏଲର ପ୍ରଥମରୁ କିଛି ମ୍ୟାଚ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ଖେଳିଳି ଏବି.ଡି ଭିଲିୟର୍ସ ଆରସିବିର ନେତୃତ୍ୱ […]

kohali out

kohali out

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 11:00 PM IST

Sports

Latest News

ବାଙ୍ଗାଲୋର: ଆଇପିଏଲ୍‌ର ଦଶମ ସଂସ୍କରଣକୁ ଆଉ ମାତ୍ର ୪ଦିନ ବାକି । ହେଲେ ଚର୍ଚ୍ଚିତ ଚେହେରା ବିରାଟ କୋହଲିଙ୍କୁ ପ୍ରଥମ କେତୋଟି ମ୍ୟାଚରୁ ଦେଖିବାକୁ ପାଇବେନି ଦର୍ଶକ । ରାଞ୍ଚିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୩ୟ ଟେଷ୍ଟରେ ତାଙ୍କ କାନ୍ଧରେ ଆଘାତ ଲାଗିବାରୁ ସେ ଏପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଠିକ୍‌ ହୋଇନାହାନ୍ତି । ଫଳରେ ସେ ଆଇପିଏଲର ପ୍ରଥମରୁ କିଛି ମ୍ୟାଚ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ଖେଳିଳି ଏବି.ଡି ଭିଲିୟର୍ସ ଆରସିବିର ନେତୃତ୍ୱ ନେବେ । କୋହଲିଙ୍କ ଅନୁପସ୍ଥିତରେ ଆରସିବିକୁ ଏକ ଶକ୍ତ ଝଟକା ଲାଗିଛି । ଏହାସହ ପ୍ରଶଂସକ ମଧ୍ୟ ପ୍ରଥମ କେତୋଟି ମ୍ୟାଚରେ କୋହଲିଙ୍କୁ ପଡିଆରେ ନଦେଖି ନିରାଶ ହେବେ ଏଥିରେ ସଂନ୍ଦେହ  ନାହିଁ । ସେହି ପରି ଆର୍‌ସିବିର ଅନ୍ୟତମ ତାରକା ଖେଳାଳି ଲୋକେଶ ରାହୁଲ ମଧ୍ୟ ଆହତଗତ କାରଣରୁ ଚଳିତ ଆଇପିଏଲରେ ଖେଳିବେ ନାହିଁ । ରାହୁଲଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ସେ ଏହାର ଅସ୍ତ୍ରପ୍ରଚାର କରିବାକୁ ବିଶ୍ରାମ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story