ଅରୁଣ ଜେଟଲୀଙ୍କ ଷ୍ଟାଚ୍ୟୁକୁ ନେଇ ବିଶନ ସିଂହ ବେଦୀ ଖପ୍ପା, କ୍ରିକେଟ ବୋର୍ଡରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଦିବଂଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଦିଲ୍ଲୀ କ୍ରିକେଟ ବୋର୍ଡ ଉପରେ ଖପ୍ପା ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀ। ଏହାକୁ ବିରୋଧ କରି ଶ୍ରୀ ସିଂହ ଷ୍ଟାଡିୟମର ଷ୍ଟାଣ୍ଡରେ ଥିବା ତାଙ୍କ ନାଁକୁ ହଟାଇ ଦେବାକୁ କହିଛନ୍ତି। ୨୦୧୭ରେ ବିଶନ ସିଂହ ବେଦୀଙ୍କ ନାଁରେ ଗୋଟିଏ ଷ୍ଟାଣ୍ଡ କୋଟଲାରେ ପ୍ରତିଷ୍ଠା କରାଯାଇଥିଲା। ଡିଡିସିଏରେ ଚାଲିଥିବା ପରିବାରବାଦ ନୀତିକୁ ବିରୋଧ କରି ବିଶନ ସିଂହ ବେଦୀ […]

da

da

Hemant Lenka
  • Published: Wednesday, 23 December 2020
  • Updated: 23 December 2020, 01:51 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଦିବଂଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଦିଲ୍ଲୀ କ୍ରିକେଟ ବୋର୍ଡ ଉପରେ ଖପ୍ପା ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀ। ଏହାକୁ ବିରୋଧ କରି ଶ୍ରୀ ସିଂହ ଷ୍ଟାଡିୟମର ଷ୍ଟାଣ୍ଡରେ ଥିବା ତାଙ୍କ ନାଁକୁ ହଟାଇ ଦେବାକୁ କହିଛନ୍ତି। ୨୦୧୭ରେ ବିଶନ ସିଂହ ବେଦୀଙ୍କ ନାଁରେ ଗୋଟିଏ ଷ୍ଟାଣ୍ଡ କୋଟଲାରେ ପ୍ରତିଷ୍ଠା କରାଯାଇଥିଲା।

ଡିଡିସିଏରେ ଚାଲିଥିବା ପରିବାରବାଦ ନୀତିକୁ ବିରୋଧ କରି ବିଶନ ସିଂହ ବେଦୀ ଚିଠି ଲେଖିଛନ୍ତି। ଏଥିରେ ଡିଡିସିଏ କ୍ରିକେଟର୍ସଙ୍କ ଅପେକ୍ଷା ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ଡିଡିସିଏର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ବର୍ତ୍ତମାନ ଡିଡିସିଏର ସଭାପତି ଥିବା ଅରୁଣ ଜେଟଲୀଙ୍କ ପୁଅ ରୋହନଙ୍କ ପାଖକୁ ଚିଠି ଲେଖି ସେ କହିଛନ୍ତି, ମୋ ପାଖରେ ଅନେକ ଧୈର୍ଯ୍ୟ ଓ ସହିବାର ଶକ୍ତି ଥିବାରୁ ମୁଁ ଗର୍ବ କରେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏଗୁଡ଼ିକ ଶେଷ ହେବାକୁ ବସିଥିବାରୁ ମୁଁ ଭୟଭୀତ। ଡିଡିସିଏ ମୋ ଧୈର୍ଯ୍ୟକୁ ପରୀକ୍ଷା କରୁଛି ଓ ମୋତେ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରୁଛି।

ତେଣୁ ମୋ ସଭାପତି, ଦୟା କରି ଷ୍ଟାଡିୟମର ଯେଉଁ ଷ୍ଟାଣ୍ଡକୁ ମୋ ନାଁରେ ନାମିତ କରାଯାଇଥିଲା, ତା’କୁ ତୁରନ୍ତ ଏଠାରୁ ହଟାଇ ଦିଅନ୍ତୁ। ଏଥିସହ ମୁଁ ମୋର ଡିଡିସିଏ ସଦସ୍ୟ ପଦ ମଧ୍ୟ ଛାଡ଼ୁଛି ବୋଲି ସେ କହିଛନ୍ତି। ଜେଟଲୀ ଦୀର୍ଘ ୧୪ ବର୍ଷ କାଳ ଡିଡିସିଏ ସଭାପତି ରହିଥିଲେ।

୧୯୯୯ରୁ ୨୦୧୩ ଯାଏ କାର୍ଯ୍ୟ କରିବା ପରେ ସେ ଏହି ପଦ ଛାଡ଼ିଥିଲେ। ତାଙ୍କୁ ସମ୍ମାନ ଜଣାଇବା ପାଇଁ କୋଟଲାରେ ତାଙ୍କର ଗୋଟିଏ ୬ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଡିଡିସିଏ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story