ବୋପାନ୍ନାଙ୍କ ଅଷ୍ଟ୍ରେଲିଆନ୍ ଓପନ ଅଭିଯାନ ଶେଷ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନର ମିକ୍ସଡ୍ ଡବଲ୍ସରେ ବୁଧବାର ଭାରତୀୟ ଟେନିସ ଷ୍ଟାର ରୋହନ୍ ବୋପାନ୍ନାଙ୍କ ଅଭିଯାନ ଶେଷ ହୋଇଛି। ଆଜି ସେ ଓ ତାଙ୍କ ଯୋଡି ୟଙ୍ଗ୍-ଜାନ୍ ଚାନ୍ କ୍ୱାର୍ଟରରେ ୨-୬,୫-୭ରେ ସ୍ଲୋଭାନିଆର ଆଣ୍ଡ୍ରେଜା ଓ ଫିଲିପାଇନ୍ସର ଟ୍ରିଟ ହୁଏଙ୍କଠାରୁ ପରାଜିତ ହୋଇଛନ୍ତି।

ବୋପାନ୍ନା-ୟଙ୍ଗ ଓ ଆଣ୍ଡ୍ରେଜା-ଟ୍ରିଟ୍ ଯୋଡିଙ୍କ ମଧ୍ୟରେ ୫୫ ମିନିଟ୍ ଧରି ସଂଘର୍ଷ ହୋଇଥିଲା। ଶେଷରେ ସ୍ଲୋଭାନିଆ- ଫିଲିପାଇନ୍ସ ଯୋଡି ଇଣ୍ଡୋ-ତାଇପେଇ ଯୋଡିଙ୍କୁ ମାତ ଦେଇଥିଲେ

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ