ବୋଲିଂ ବେଳେ ହେଲ୍‌ମେଟ୍‌ ପିନ୍ଧିବେ ବୋଲର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଏକ ଅବିଶ୍ୱାସନୀୟ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିରେ ଜିତ୍‌ ରାବଲ ନାମକ ଜଣେ ବ୍ୟାଟ୍ସମ୍ୟାନ୍ ଏକ ଜୋରଦାର ସଟ୍‌ ମାରିଥିଲେ। ଏହି ବଲ୍‌ଟି ବୋଲର୍‌ଙ୍କ ମୁଣ୍ଡରେ ବାଜି ଛକା ହୋଇଥିଲା। ଏହି ସଟ୍‌ ଏତେ ଜୋରଦାର ଥିଲା ଯାହା ବୋଲରଙ୍କ ମୁଣ୍ଡରେ ବାଜିଥିଲେ ମଧ୍ୟ ଛକା ହୋଇଯାଇଥିଲା। ଜିତ୍‌ ଭାରତରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନ୍ୟୁଜିଆଣ୍ଡରେ କ୍ରିକେଟ୍‌ ଖେଳୁଛନ୍ତି। କ୍ରିକେଟ୍‌ ଇତିହାସରେ ଏଭଳି ଘଟଣା ପ୍ରଥମ […]

Warren-Barnes

Warren-Barnes

Rakesh Mallick
  • Published: Friday, 23 February 2018
  • Updated: 23 February 2018, 12:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଏକ ଅବିଶ୍ୱାସନୀୟ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିରେ ଜିତ୍‌ ରାବଲ ନାମକ ଜଣେ ବ୍ୟାଟ୍ସମ୍ୟାନ୍ ଏକ ଜୋରଦାର ସଟ୍‌ ମାରିଥିଲେ। ଏହି ବଲ୍‌ଟି ବୋଲର୍‌ଙ୍କ ମୁଣ୍ଡରେ ବାଜି ଛକା ହୋଇଥିଲା। ଏହି ସଟ୍‌ ଏତେ ଜୋରଦାର ଥିଲା ଯାହା ବୋଲରଙ୍କ ମୁଣ୍ଡରେ ବାଜିଥିଲେ ମଧ୍ୟ ଛକା ହୋଇଯାଇଥିଲା। ଜିତ୍‌ ଭାରତରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନ୍ୟୁଜିଆଣ୍ଡରେ କ୍ରିକେଟ୍‌ ଖେଳୁଛନ୍ତି। କ୍ରିକେଟ୍‌ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି। ଜିତ୍‌ ଅକଲାଣ୍ଡ ଟିମ୍‌ ପକ୍ଷରୁ ବ୍ୟାଟିଂ କରୁଥିବା ବେଳେ ଏବଳି ନିଆରା ଘଟଣା ଘଟିଥିଲା। ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

ଯେଉଁ ସମୟରେ ଏହି ଜୋରଦାର ସଟ୍‌ ବୋଲରଙ୍କ ମୁଣ୍ଡରେ ବାଜିଥିଲା ସେହି ସମୟରେ ପଡ଼ିଆରେ ଥିବା ସମସ୍ତ ଖେଳାଳି ଓ ଷ୍ଟାଡ଼ିୟମରେ ବସିଥିବା ଦର୍ଶକଙ୍କ ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା। ଯଦିଓ ବଲ ମୁଣ୍ଡରେ ବାଜିବା ପରେ ବୋଲର ଏଣ୍ଡ୍ରୁ ଏଲିସ ଛିଡ଼ା ହୋଇରହିଥିଲେ। କିଛି ସମୟ ପଡ଼ିଆ ବାହାରେ ରହିବା ପରେ ପୁଣି ଏଲିସ ସୁସ୍ଥ ହୋଇ ପଡ଼ିଆକୁ ଫେରିଥିଲେ।
ଏପରି ସ୍ଥଳେ ଚର୍ଚ୍ଚ ଜୋର ଧରିଛି ଯେ ବ୍ୟାଟ୍ସମ୍ୟାନଙ୍କ ପରି ବୋଲର ମାନେ ବି ହେଲ୍‌ମେଟ୍‌ ପିନ୍ଧି ବୋଲିଂ କରିବେ। ବୋଲରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ରିକେଟରେ ଖୁବଶୀଘ୍ର ହେଲ୍‌ମେଟ୍‌ ପିନ୍ଧିବା ବ୍ୟବସ୍ଥା କରାଯିବାକୁ ନିଷ୍ପତି ନିଆଯାଇପାରେ।

କିଛିଦିନ ପୂର୍ବେ ନ୍ୟୁଜିଲାଣ୍ଡର ଜଣେ ବୋଲର ହେଲ୍‌ମେଟ୍‌ ପିନ୍ଧି ବୋଲିଂ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ୨୦୧୪ରେ ଅଷ୍ଟ୍ରେଲିଆର ଜଣେ କ୍ରିକେଟର୍‌ ଫିଲିପ୍ସ ହଗ୍ସ୍‌ ହେଲ୍‌ମେଟ୍‌ ପିନ୍ଧିଥିଲେ ମଧ୍ୟ ବଲ ତାଙ୍କ ମୁଣ୍ଡରେ ବାଜିବା ପରେ ସେ ମୃତ୍ୟୁ ବରଣ କରିଥିଲେ। ଏଭଳି ଅନେକ ଘଟଣା ରହିଛି ଯେଉଁଥିପାଇଁ ଏବେ ବୋଲରଙ୍କୁ ହେଲ୍‌ମେଟ୍‌ ପିନ୍ଧି ବୋଲିଂ କରିବାକୁ ଦାବି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story