ବକ୍ସିଂ ରିଙ୍ଗରେ ଆହତ ବକ୍ସରଙ୍କ ମୃତ୍ୟୁ

ଗ୍ଲାସ୍‌ଗୋ: ବକ୍ସିଂ ରିଙ୍ଗରେ ଆହତ ହୋଇଥିବା ସ୍କଟ୍‌ଲାଣ୍ଡର ବକ୍ସର ମାଇକ୍‌ ଟୋୱେଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ଶନିବାର ମାଇକ୍‌ଙ୍କ ପ୍ରତିନିଧି ଏ ବିଷୟରେ ସୂଚନା ଦେଇଛନ୍ତି। ଗୁରୁବାର ଷ୍ଟେଟ ଆଣ୍ଡ୍ରୁସ୍‌ ସ୍ପୋର୍ଟସ୍‌ କ୍ଲବ ପକ୍ଷରୁ ଏକ ହୋଟେଲରେ ଆୟୋଜିତ ପ୍ରତିଯୋଗିତାର ୫ମ ରାଉଣ୍ଡରେ ମାଇକ୍‌ ଗୁରୁତର ଆହତ ହୋଇଥିଲେ। ବକ୍ସିଂ ରିଙ୍ଗରୁ ତାଙ୍କୁ ଅକ୍ସିଜେନ ଦିଆଯାଇ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ପ୍ରଥମ ରାଉଣ୍ଡରେ ବକ୍ସର ଜଣଙ୍କ ତଳେ ପଡି ଯାଇ ଆହତ ହୋଇଥିଲେ। ହେଲେ […]

mike-towel

mike-towel

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 06:38 PM IST

Sports

Latest News

ଗ୍ଲାସ୍‌ଗୋ: ବକ୍ସିଂ ରିଙ୍ଗରେ ଆହତ ହୋଇଥିବା ସ୍କଟ୍‌ଲାଣ୍ଡର ବକ୍ସର ମାଇକ୍‌ ଟୋୱେଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ଶନିବାର ମାଇକ୍‌ଙ୍କ ପ୍ରତିନିଧି ଏ ବିଷୟରେ ସୂଚନା ଦେଇଛନ୍ତି।

ଗୁରୁବାର ଷ୍ଟେଟ ଆଣ୍ଡ୍ରୁସ୍‌ ସ୍ପୋର୍ଟସ୍‌ କ୍ଲବ ପକ୍ଷରୁ ଏକ ହୋଟେଲରେ ଆୟୋଜିତ ପ୍ରତିଯୋଗିତାର ୫ମ ରାଉଣ୍ଡରେ ମାଇକ୍‌ ଗୁରୁତର ଆହତ ହୋଇଥିଲେ। ବକ୍ସିଂ ରିଙ୍ଗରୁ ତାଙ୍କୁ ଅକ୍ସିଜେନ ଦିଆଯାଇ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା।

ପ୍ରଥମ ରାଉଣ୍ଡରେ ବକ୍ସର ଜଣଙ୍କ ତଳେ ପଡି ଯାଇ ଆହତ ହୋଇଥିଲେ। ହେଲେ ସେ ରିଙ୍ଗ ଛାଡି ଯାଇ ନ ଥିଲେ। ୫ମ ରାଉଣ୍ଡରେ ସେ ଆଉ ଥରେ ତଳେ ପଡିଯିବାରୁ ରେଫରୀ ମ୍ୟାଚ୍‌କୁ ବନ୍ଦ କରି ଦେଇଥିଲେ।

କ୍ଲବ ପକ୍ଷରୁ ଟ୍ୱଟ୍‌ କରି କୁହାଯାଇଛି,“ ମାଇକ୍‌ ଟୋୱେଲଙ୍କର ପରଲୋକ ଘଟିଛି, ସେ ଆମ ହୃଦୟରେ ସବୁଦିନ ରହିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story