ବକ୍ସର ପୂଜା ରାଣୀ ଓ ବିକାଶ କ୍ରିଷ୍ଣାଙ୍କୁ ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ପୂଜା ରାଣୀ(୭୫ କେଜି) ଓ ଯୁବ ତାରକା ବିକାଶ କ୍ରିଷ୍ଣା(୬୯ କେଜି) ଭାରତର ପ୍ରଥମ ବକ୍ସର ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି। ଏସିଆନ କ୍ୱାଲିଫାୟର୍ସରେ ଏହି ଦୁଇ ଖେଳାଳି ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସିଧାସଳଖ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ରାଣୀ ଥାଇଲ୍ୟାଣ୍ଡର ପୋରନ୍ନିପା ଚୁଟୀଙ୍କୁଙ୍କୁ ୫-୦ରେ ହରାଇଥିବା ବେଳେ ବିକାଶ ଜାପାନର ସେୱନରେଟସ୍‌ ଓକାଜାୱାଙ୍କୁ ପରାସ୍ତ କରିଛନ୍ତି। ଜୁଲାଇରୁ ଅଗଷ୍ଟ ଯାଏ ଖେଳା […]

q

q

Hemant Lenka
  • Published: Sunday, 08 March 2020
  • Updated: 08 March 2020, 07:40 PM IST

Sports

Latest News

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ପୂଜା ରାଣୀ(୭୫ କେଜି) ଓ ଯୁବ ତାରକା ବିକାଶ କ୍ରିଷ୍ଣା(୬୯ କେଜି) ଭାରତର ପ୍ରଥମ ବକ୍ସର ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି।

ଏସିଆନ କ୍ୱାଲିଫାୟର୍ସରେ ଏହି ଦୁଇ ଖେଳାଳି ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସିଧାସଳଖ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ରାଣୀ ଥାଇଲ୍ୟାଣ୍ଡର ପୋରନ୍ନିପା ଚୁଟୀଙ୍କୁଙ୍କୁ ୫-୦ରେ ହରାଇଥିବା ବେଳେ ବିକାଶ ଜାପାନର ସେୱନରେଟସ୍‌ ଓକାଜାୱାଙ୍କୁ ପରାସ୍ତ କରିଛନ୍ତି।

ଜୁଲାଇରୁ ଅଗଷ୍ଟ ଯାଏ ଖେଳା ଯିବାକୁ ଥିବା ଅଲିମ୍ପିକ୍ସରେ ରାଣୀ ପ୍ରଥମଥର ଭାଗ ନେବେ। ସେହିପରି ବିକାଶ ତୃତୀୟ ଥର ଅଲିମ୍ପିକ୍ସ ମେଡାଲ ପାଇଁ ଲଢ଼େଇ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story