ତୃତୀୟ ଟେଷ୍ଟରେ ଇଣ୍ଡିଜର ନେତୃତ୍ୱ ନେବେ ବ୍ରାଥୱେଟ

ମେଲବର୍ଣ୍ଣ: ୱେଷ୍ଟଇଣ୍ଡିଜ୍‌ର ଟେଷ୍ଟ ଟିମ୍‌ର ନିୟମିତ ଅଧିନାୟକ ଜେସନ ହୋଲ୍ଡର ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍‌ ହୋଇଥିବାରୁ ଓପନର କ୍ରେଗ୍‌ ବ୍ରାଥୱେଟ୍‌ଙ୍କୁ ଟିମ୍‌ର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ଶନିବାର ଠାରୁ ଇଂଲଣ୍ଡ ବିପକ୍ଷରେ ସେଣ୍ଟ ଲୁସିଆରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‌ରେ ବ୍ରାଥୱେଟ୍‌ ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ହେବେ। ଦ୍ୱିତୀୟ ଟେଷ୍ଟ୍‌ରେ ଧିମା ବୋଲିଂ ଯୋଗୁ ହୋଲ୍ଡରଙ୍କୁ ଗୋଟିଏ ମ୍ୟାଚ୍‌ରୁ ଆଇସିସି ବ୍ୟାନ୍‌ କରିଛି। ଏବେ ୱେଷ୍ଟଇଣ୍ଡିଜ ଇଂଲଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ […]

sa

sa

Hemant Lenka
  • Published: Tuesday, 05 February 2019
  • Updated: 05 February 2019, 06:02 PM IST

Sports

Latest News

ମେଲବର୍ଣ୍ଣ: ୱେଷ୍ଟଇଣ୍ଡିଜ୍‌ର ଟେଷ୍ଟ ଟିମ୍‌ର ନିୟମିତ ଅଧିନାୟକ ଜେସନ ହୋଲ୍ଡର ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍‌ ହୋଇଥିବାରୁ ଓପନର କ୍ରେଗ୍‌ ବ୍ରାଥୱେଟ୍‌ଙ୍କୁ ଟିମ୍‌ର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ଶନିବାର ଠାରୁ ଇଂଲଣ୍ଡ ବିପକ୍ଷରେ ସେଣ୍ଟ ଲୁସିଆରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‌ରେ ବ୍ରାଥୱେଟ୍‌ ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ହେବେ। ଦ୍ୱିତୀୟ ଟେଷ୍ଟ୍‌ରେ ଧିମା ବୋଲିଂ ଯୋଗୁ ହୋଲ୍ଡରଙ୍କୁ ଗୋଟିଏ ମ୍ୟାଚ୍‌ରୁ ଆଇସିସି ବ୍ୟାନ୍‌ କରିଛି।

ଏବେ ୱେଷ୍ଟଇଣ୍ଡିଜ ଇଂଲଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି।
ବ୍ରାଥୱେଟ୍‌ ଶେଷଥର ପାଇଁ ଗତବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅଧିନାୟକ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos