ଦୁଇ ଶ୍ରୀଲଙ୍କା ଓପନରଙ୍କୁ ପ୍ୟାଭିଲିୟନ ପଠାଇଲେ ବୁମ୍ରା

ଲିଡ୍ସ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ମ୍ୟାଚ୍‌ର ଯଶପ୍ରୀତ ବୁମ୍ରା ଡବଲ ଝଟ୍‌କା ଦେଇଛନ୍ତି। ବୁମ୍ରାଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇନପାରି ଦଳର ଦୁଇ ଜଣ ଯାକ ଓପନର ପ୍ୟାଭିଲିୟନ ଫେରିଛନ୍ତି। ବୁମ୍ରା ଶ୍ରୀଲଙ୍କାକୁ ୩.୪ ଓଭର୍‌ରେ ପ୍ରଥମ ଝଟ୍‌କା ଦେଇଥିଲେ। କିଛି ଦର୍ଶନୀୟ ଶଟ୍‌ ଖେଳିଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣରତ୍ନେଙ୍କୁ ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ କ୍ୟାଚ୍‌ କରି ବୁମ୍ରା ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଆଉଟ୍‌ ହେବା […]

qa

qa

Hemant Lenka
  • Published: Saturday, 06 July 2019
  • Updated: 06 July 2019, 03:42 PM IST

Sports

Latest News

ଲିଡ୍ସ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ମ୍ୟାଚ୍‌ର ଯଶପ୍ରୀତ ବୁମ୍ରା ଡବଲ ଝଟ୍‌କା ଦେଇଛନ୍ତି। ବୁମ୍ରାଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇନପାରି ଦଳର ଦୁଇ ଜଣ ଯାକ ଓପନର ପ୍ୟାଭିଲିୟନ ଫେରିଛନ୍ତି। ବୁମ୍ରା ଶ୍ରୀଲଙ୍କାକୁ ୩.୪ ଓଭର୍‌ରେ ପ୍ରଥମ ଝଟ୍‌କା ଦେଇଥିଲେ। କିଛି ଦର୍ଶନୀୟ ଶଟ୍‌ ଖେଳିଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣରତ୍ନେଙ୍କୁ ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ କ୍ୟାଚ୍‌ କରି ବୁମ୍ରା ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଆଉଟ୍‌ ହେବା ବେଳକୁ କରୁଣରତ୍ନେ ୧୦ ରନ୍‌ କରିଥିଲେ।

ଏହାର ପରବର୍ତ୍ତୀ ଓଭର୍‌ରେ କୁଶଲ ପେରରା କ୍ୟାଚ୍‌ ଦେଇଥିଲେ ହେଁ କୁଲଦୀପ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ତାଳମେଳ ଅଭାବରୁ କ୍ୟାଚ୍‌ଟି ମିସ୍‌ ହୋଇଯାଇଛି। ତେବେ ମ୍ୟାଚ୍‌ର ୭.୧ ଓଭର୍‌ରେ ବୁମ୍ରା ପୁଣିଥରେ ଏକ ଚମତ୍କାର ବଲ୍‌ରେ ୧୮ ରନ୍‌ କରିଥିବା କୁଶଲ ପେରରାଙ୍କୁ ଧୋନିଙ୍କ ହାତର ଆଉଟ୍‌ କରାଇ ଦେଇଥିଲେ।
ଶେଷ ଖବର ସୁଦ୍ଧା ଶ୍ରୀଲଙ୍କା ୮ ଓଭରରେ ୨ ୱିକେଟ୍‌ ହରାଇ ୪୯ ରନ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story