ବୁମ୍ରାଙ୍କ ଡବଲ୍ ଝଟ୍‌କା, ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ସାଉଥହମ୍ପଟନ୍: ଚଳିତ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ସଫଳତା ମିଳିଛି। ତେବେ ଏହି ସଫଳତା ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତିକୁ ଭାରତୀୟ ପେସ ବୋଲର ବୁମ୍ରା ଭୁଲ୍ ପ୍ରମାଣିତ କରିଥିଲେ। ମ୍ୟାଚର ପ୍ରଥମ ତିନି ଓଭରରେ ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ହାଶିମ୍ ଆମଲା (୬) […]

bumrah

bumrah

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 03:42 PM IST

ସାଉଥହମ୍ପଟନ୍: ଚଳିତ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ସଫଳତା ମିଳିଛି। ତେବେ ଏହି ସଫଳତା ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତିକୁ ଭାରତୀୟ ପେସ ବୋଲର ବୁମ୍ରା ଭୁଲ୍ ପ୍ରମାଣିତ କରିଥିଲେ।

ମ୍ୟାଚର ପ୍ରଥମ ତିନି ଓଭରରେ ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ହାଶିମ୍ ଆମଲା (୬) ଓ କ୍ୱିଣ୍ଟନ୍ ଡି'କକ (୧୦)ଙ୍କୁ ଖେଳିବାରେ ଅସୁବିଧା ହୋଇଥିଲା। ଚତୁର୍ଥ ଓଭରର ଦ୍ୱିତୀୟ ବଲରେ ବୁମ୍ରାଙ୍କ ଆଉଟ୍ ସୁଇଂ ବଲକୁ ବୁଝିନପାରି ଆମଲା ସ୍ଲିପରେ ରୋହିତ୍ ଶର୍ମାଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଏହା ପରେ ଅନ୍ୟତମ ଓପ୍ନର ଡି'କକ୍ ମଧ୍ୟ ବୁମ୍ରାଙ୍କ ଆଉଟ୍ ସୁଇଂର ଶିକାର ହୋଇଥିଲେ। ଦକ୍ଷିଣ ଆଫ୍ରିକା ସ୍କୋର ୨୪ ଥିବା ବେଳେ ଡି'କକଙ୍କ କ୍ୟାଚ୍ ଥାର୍ଡ ସ୍ଲିପରେ କ୍ୟାପଟେନ୍ ବିରାଟ କୋହଲି ଧରିଥିଲେ। ଏହିପରି ଭାବେ ଦକ୍ଷିଣ ଆଫ୍ରିକା ଲଗାତାର ଦୁଇଟି ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story