ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ୧୬୪ ରନ୍‌ରେ ଅଟକିଲା ଆରସିବି

ଅବୁଧାବି: ଜୋଶ ଫିଲିପ ଓ ଦେବଦତ୍ତ ପାଡିକ୍କଲଙ୍କ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ମାତ୍ର ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍‌ ଜିତି ପ୍ଲେ-ଅଫ ଟିକେଟ ହାସଲ କରିବା ପାଇଁ ୧୬୫ ରନ୍‌ର ଟାର୍ଗେଟ ମିଳିଛି। ଫିଲିପ ୨୪ ବଲରେ ୩୩ ଓ ପାଡିକ୍କଲ ୪୫ ବଲରେ ୭୪ ରନ୍‌ କରିଥିଲେ ହେଁ ମଧ୍ୟକ୍ରମ ଓ ଶେଷ ଭାଗରେ ଆରସିବିର […]

fg

fg

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 09:19 PM IST

Sports

Latest News

ଅବୁଧାବି: ଜୋଶ ଫିଲିପ ଓ ଦେବଦତ୍ତ ପାଡିକ୍କଲଙ୍କ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ମାତ୍ର ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍‌ ଜିତି ପ୍ଲେ-ଅଫ ଟିକେଟ ହାସଲ କରିବା ପାଇଁ ୧୬୫ ରନ୍‌ର ଟାର୍ଗେଟ ମିଳିଛି।

ଫିଲିପ ୨୪ ବଲରେ ୩୩ ଓ ପାଡିକ୍କଲ ୪୫ ବଲରେ ୭୪ ରନ୍‌ କରିଥିଲେ ହେଁ ମଧ୍ୟକ୍ରମ ଓ ଶେଷ ଭାଗରେ ଆରସିବିର କୌଣସି ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ ଓଭର୍‌ରେ ମାତ୍ର ୧୪ ରନ୍‌ ଦେଇ ୩ଟି ୱିକେଟ ନେଇଛନ୍ତି।

ଟସ୍‌ ଜିତି ମୁମ୍ବାଇର ଅଧିନାୟକ କାଏରନ ପୋର୍ଲାଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହେଲେ ଏହାକୁ ଭୁଲ ପ୍ରମାଣିତ କରି ପାଡିକ୍କଲ ଓ ଫିଲିପ୍‌ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ମୁମ୍ବାଇ ବୋଲରଙ୍କୁ ଧରାଶାୟୀ କରିଦେଇଥିଲେ। ପ୍ରଥମ ୬ ଓଭର୍‌ରେ ଆରସିବି ବିନା କୌଣସି ୱିକେଟ ହରାଇ ୫୪ ରନ୍‌ ସଂଗ୍ରହ କରିଥିଲା। ଲାଗୁଥିଲା ଦଳ ଆଜି ୨୦୦ ପରେ ରନ୍‌ କରିବ।

ହେଲେ ରାହୁଲ ଚହର ୩୩ ରନ୍‌ କରିଥିବା ଫିଲିପଙ୍କୁ ଆଉଟ କରି ଆରସିବିକୁ ପ୍ରଥମ ଝଟକା ଦେଇଥିଲେ। ତେବେ ପାଡିକ୍କଲ ନିଜର ଅର୍ଦ୍ଧଶତକ ହାସଲ କରି ନିଜର ଚିରାଚରିତ ଢଙ୍ଗରେ ଶଟ ଖେଳି ଚାଲିଥିଲେ। କିନ୍ତୁ ବିରାଟ କୋହଲି (୯)ଙ୍କୁ ଆଉଟ କରି ବୁମ୍ରା ଆରସିବିକୁ ଶକ୍ତ ଝଟକା ଦେଇଥିଲେ। ଏହାପରେ ଡିଭିଲିୟର୍ସ(୧୫)ଙ୍କ ୱିକେଟ ପୋଲାର୍ଡ ଦଖଲ କରି ଆରସିବି ଶିବରରେ ନିରାଶା ଖେଳାଇ ଦେଇଥିଲେ।

୧୬ତମ ଓଭର୍‌ରେ ବୁମ୍ରା ପ୍ରଥମେ ଶିବମ ଦୁବେ(୨) ଓ ପରେ ୭୪ ରନ୍‌ କରିଥିବା ପାଡିକ୍କଲଙ୍କୁ କ୍ରମାଗତ ଭାବେ ଆଉଟ କରିଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ କ୍ରିସ ମୋରିସ୍‌(୪)ଙ୍କ ୱିକେଟ ବୋଲ୍ଟଙ୍କ ଖାତାକୁ ଯାଇଥିଲା। ଶେଷ ଭାଗରେ ଗୁରକୀରତ ମନ(୧୪) ଓ ୱାଶିଂଟନ ସୁନ୍ଦର(୧୦) ମିଳିତ ଭାବେ ଦଳୀୟ ସ୍କୋରକୁ ୧୬୦ ପାର କରାଇଥିଲେ।

ମୁମ୍ବାଇ ପକ୍ଷରୁ ବୁମ୍ରା ୩ଟି ୱିକାଟ ନେଇଥିବା ବେଳେ ରାହୁଲ ଚହର, ବୋଲ୍ଟ, କାଏରନ ପୋର୍ଲାଡ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story