ସେହୱାଗଙ୍କ ଏହି ସବୁ ରେକର୍ଡ ଭାଙ୍ଗିପାରିବେ କି ବିରାଟ୍‌?

ନାପିଅର: ୨୦୧୮ରେ ଏକାଧିକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ଏବଂ ଅନେକ ରେକର୍ଡ ଭାଙ୍ଗିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବେ ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌। ଏବେ ବିରାଟ୍‌ଙ୍କ ପାଖରେ ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ବୀରେନ୍ଦ୍ର ସେହୱାଗ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରିଥିବା ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଆସନ୍ତା ୨୩ ତାରିଖଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଦିନିକିଆ ସିରିଜ ଆରମ୍ଭ ହେବ। ଏହି ସମୟରେ ସେହୱାଗଙ୍କୁ ଅତିକ୍ରମ କରିବାର ଅବକାଶ ରହିଛି। ବର୍ତ୍ତମାନ […]

v

v

Hemant Lenka
  • Published: Monday, 21 January 2019
  • Updated: 21 January 2019, 08:20 PM IST

ନାପିଅର: ୨୦୧୮ରେ ଏକାଧିକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ଏବଂ ଅନେକ ରେକର୍ଡ ଭାଙ୍ଗିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବେ ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌। ଏବେ ବିରାଟ୍‌ଙ୍କ ପାଖରେ ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ବୀରେନ୍ଦ୍ର ସେହୱାଗ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରିଥିବା ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଆସନ୍ତା ୨୩ ତାରିଖଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଦିନିକିଆ ସିରିଜ ଆରମ୍ଭ ହେବ। ଏହି ସମୟରେ ସେହୱାଗଙ୍କୁ ଅତିକ୍ରମ କରିବାର ଅବକାଶ ରହିଛି।

ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ସେହୱାଗ ପ୍ରଥମ ସ୍ଥାନରେ ରହିଛନ୍ତି। ସେହୱାଗ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୬ଟି ଶତକ ହାସଲ କରିଥିଲେ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ୫ଟି ଶତକ ସହ ଉଭୟ ବିରାଟ୍‌ ଓ ସଚିନ୍‌ ତେନ୍ଦୁଲକର ରହିଛନ୍ତି। ତେଣୁ ବିରାଟ୍‌ ଏହି ସିରିଜ୍‌ରେ ୨ଟି ଶତକ ହାସଲ କରିପାରିଲେ ସେହୱାଗଙ୍କୁ ପଛରେ ପକାଇ ଦେଇପାରିବେ।

ସେହିପରି ସେହୱାଗ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୬ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୧୧୫୭ ରନ୍‌ କରିଥିଲେ। ବିରାଟ୍‌ ଏହି ରନ୍‌ଠାରୁ ମାତ୍ର ୩ ରନ୍‌ ଦୂରରେ ରହିଛନ୍ତି। ବିରାଟ୍‌ ୫ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ୧୧୫୩ ରନ୍‌ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ ହାସଲକାରୀ ଭାରତୀୟ ଖେଳାଳିଙ୍କ ତାଲିକାରେ ସଚିନ୍‌ ତେନ୍ଦୁଲକର ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେ ୫ଟି ଶତକ ଓ ୮ଟି ଅର୍ଦ୍ଧଶତକ ସହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୭୫୦ ରନ୍‌ କରିଛନ୍ତି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story