ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ ଆସୋସିଏସନ ବା OCAରେ ପୁଣି ପଶିଲା CBI। ଖେଳାଳିଙ୍କ ବୟସ ଜାଲିଆତି ମାମଲାରେ କିଛି ଖେଳାଳିଙ୍କ ଜନ୍ମ ସମ୍ପର୍କିତ ପ୍ରମାଣପତ୍ର ନେଇ ତଥ୍ୟ ମାଗିଛି ସିବିଆଇ। ୧୬ ଓ ୧୯ ବର୍ଷରୁ କମ୍ ଖେଳାଳିଙ୍କ ବୟସ ପ୍ରମାଣପତ୍ରର ତଥ୍ୟ ମାଗିବା ସହ OCA ମାଧ୍ୟମରେ କିଛି ଖେଳାଳିଙ୍କୁ ଡକାଇଥିବା ମଧ୍ୟ ସୂଚନା ମିଳିଛି। ଏମିତିକି CMCକୁ ମଧ୍ୟ ବୟସ ପ୍ରମାଣ ପତ୍ରର ତଥ୍ୟ ସିବିଆଇ ମାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।