ଚାମ୍ପିଅନ୍ସ ଟ୍ରଫିର ପ୍ରଦର୍ଶନ ଉପରେ ନିର୍ଭର କରୁଛି ଧୋନୀଙ୍କ କ୍ୟାରିୟର

କୋଲକାତା: ଆଇସିସି ଚାମ୍ପିୟନ୍ସ ଟ୍ରଫିର ସଫଳତା ଉପରେ ମହେନ୍ଦ୍ର ସିଂ ଧୋନୀଙ୍କ ଆଗାମୀ କ୍ୟାରିୟର ନିର୍ଭର କରୁଛି। ସେ ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ଦଳରେ ରହିବେ କି ନାହିଁ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ। ଏହା ଆଉ କେହି ନୁହେଁ ଧୋନୀଙ୍କ ପିଲାଦିନର କୋଚ୍‌ କେଶବ ବାନାର୍ଜୀ କହିଛନ୍ତି। ଧୋନୀ ୨୦୧୪ ଡିସେମ୍ବରରୁ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି। ଚଳିତବର୍ଷ ଦିନିକିଆ ଭାରତୀୟ ଦଳର ଅଧିନାୟକ ପଦ ଛାଡିଛନ୍ତି। ଏହାସହ ଆଇପିଏଲ୍‌ […]

dhoni

dhoni

Rakesh Mallick
  • Published: Monday, 13 March 2017
  • Updated: 13 March 2017, 10:22 PM IST

Sports

Latest News

କୋଲକାତା: ଆଇସିସି ଚାମ୍ପିୟନ୍ସ ଟ୍ରଫିର ସଫଳତା ଉପରେ ମହେନ୍ଦ୍ର ସିଂ ଧୋନୀଙ୍କ ଆଗାମୀ କ୍ୟାରିୟର ନିର୍ଭର କରୁଛି। ସେ ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ଦଳରେ ରହିବେ କି ନାହିଁ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ। ଏହା ଆଉ କେହି ନୁହେଁ ଧୋନୀଙ୍କ ପିଲାଦିନର କୋଚ୍‌ କେଶବ ବାନାର୍ଜୀ କହିଛନ୍ତି।

ଧୋନୀ ୨୦୧୪ ଡିସେମ୍ବରରୁ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି। ଚଳିତବର୍ଷ ଦିନିକିଆ ଭାରତୀୟ ଦଳର ଅଧିନାୟକ ପଦ ଛାଡିଛନ୍ତି। ଏହାସହ ଆଇପିଏଲ୍‌ ଫ୍ରାଞ୍ଚାଇଜ ରାଇଜିଂ ପୁଣେ ସୁପରଜାଏଣ୍ଟର ଅଧିନାୟକ ପଦରୁ ତାଙ୍କୁ ବାହାର କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos