୪ ଦଶନ୍ଧି ପରେ ଚଣ୍ଡିଗଡ଼କୁ ମିଳିଲା ଏହି ମାନ୍ୟତା

ନୂଆଦିଲ୍ଲୀ: ଦୀର୍ଘ ୪o ବର୍ଷ ପରେ ଚଣ୍ଡିଗଡ଼ ବିସିସିଆଇ ଦ୍ୱାରା ପଞ୍ଜିକୃତ ହୋଇଛି। ଅର୍ଥାତ ଏବେ ଚଣ୍ଡିଗଡ଼ର ଖେଳାଳିମାନେ ବିସିସିଆଇର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ। କେନ୍ଦ୍ର ଶାସିତ ଅଞ୍ଚଳ କ୍ରିକେଟ ମହାସଂଘର ସଭାପତି ସଞ୍ଜୟ ଟଣ୍ଡନ କହିଛନ୍ତି, “ଆଜି ବିସିସିଆଇର ବୈଠକ ବସିଥିଲା। ଏଥିରେ ଚଣ୍ଡିଗଡ଼କୁ କ୍ରିକେଟ ଖେଳୁଥିବା ରାଜ୍ୟ ଭାବେ ମାନ୍ୟତା ମିଳିଛି। ୧୯୮୨ରେ କେନ୍ଦ୍ର ଶାସିତ ଅଞ୍ଚଳ କ୍ରିକେଟ ମହାସଂଘ ପଞ୍ଜୀକରଣ ପାଇଁ ଆବେଦନ କରିଥିଲା। ହେଲେ ଏକାଧିକ ଉଦ୍ୟମ ସତ୍ତ୍ୱେ ବିସିସିଆଇ ଏଯାଏ […]

bcci

bcci

Hemant Lenka
  • Published: Saturday, 27 July 2019
  • Updated: 27 July 2019, 04:26 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୪o ବର୍ଷ ପରେ ଚଣ୍ଡିଗଡ଼ ବିସିସିଆଇ ଦ୍ୱାରା ପଞ୍ଜିକୃତ ହୋଇଛି। ଅର୍ଥାତ ଏବେ ଚଣ୍ଡିଗଡ଼ର ଖେଳାଳିମାନେ ବିସିସିଆଇର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ।

କେନ୍ଦ୍ର ଶାସିତ ଅଞ୍ଚଳ କ୍ରିକେଟ ମହାସଂଘର ସଭାପତି ସଞ୍ଜୟ ଟଣ୍ଡନ କହିଛନ୍ତି, “ଆଜି ବିସିସିଆଇର ବୈଠକ ବସିଥିଲା। ଏଥିରେ ଚଣ୍ଡିଗଡ଼କୁ କ୍ରିକେଟ ଖେଳୁଥିବା ରାଜ୍ୟ ଭାବେ ମାନ୍ୟତା ମିଳିଛି। ୧୯୮୨ରେ କେନ୍ଦ୍ର ଶାସିତ ଅଞ୍ଚଳ କ୍ରିକେଟ ମହାସଂଘ ପଞ୍ଜୀକରଣ ପାଇଁ ଆବେଦନ କରିଥିଲା। ହେଲେ ଏକାଧିକ ଉଦ୍ୟମ ସତ୍ତ୍ୱେ ବିସିସିଆଇ ଏଯାଏ ଚଣ୍ଡିଗଡ଼କୁ ବୋର୍ଡରେ ସାମିଲ କରି ନଥିଲା।”

ଏହାପୂର୍ବରୁ ବିସିସିଆଇ ଚଣ୍ଡିଗଡ଼ କ୍ରିକେଟ ଆସୋସିଏସ୍‌ନ(ପଞ୍ଜାବ) ଓ ଚଣ୍ଡିଗଡ଼ କ୍ରିକେଟ ଆସୋସିଏସନ(ହରିଆଣା)କୁ କେନ୍ଦ୍ର ଶାସିତ କ୍ରିକେଟ ଆସୋସିଏସନ୍‌ ସହ ମିଶିବାକୁ ଆହ୍ୱାନ କରିଥିଲା।

ଚଣ୍ଡିଗଡ଼ କ୍ରିକେଟ ଆସୋସିଏସ୍‌ନ(ପଞ୍ଜାବ) ଏଥିରେ ସହମତି ପ୍ରକାଶ କରିଥିଲେ ହେଁ ଚଣ୍ଡିଗଡ଼ କ୍ରିକେଟ ଆସୋସିଏସ୍‌ନ(ହରିଆଣା) ଏଥିରେ ରାଜି ହୋଇ ନଥିଲା।

ଆଜିର ନିର୍ଦ୍ଦେଶ ପରେ ଚଣ୍ଡିଗଡ଼ର ଯେଉଁ ଖେଳାଳିମାନେ ପଞ୍ଜାବ କିମ୍ବା ହରିଆଣାକୁ ପ୍ରତିନିଧିତ୍ୱ କରୁଥିଲେ, ସେମାନେ ଏଣିକି ଚଣ୍ଡିଗଡ଼କୁ ହିଁ ପ୍ରତିନିଧିତ୍ୱ କରିବେ।

ଖାଲି ସେତିକି ନୁହେଁ, ଚଣ୍ଡିଗଡ଼ ଏଣିକି ନିଜର ରଣଜୀ ଟିମ୍‌ ଗଢ଼ିବା ସଙ୍ଗେସଙ୍ଗେ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାଗ ନେଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story