ଚେନ୍ନାଇ ଟେଷ୍ଟ: ଭାରତ ୩୯୧/୪

ଚେନ୍ନାଇ: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ୫ମ ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୪ ୱିକେଟ୍‌ ହରାଇ ୩୯୧ ରନ୍‌ କରିଛି। ଦଳ ପକ୍ଷରୁ ଲୋକେଶ ରାହୁଲ ୧୬ ଚୌକା, ୩ ଛକା ସହାୟତାରେ ୧୯୯ ରନ୍‌ କରିଥିଲେ। ମାତ୍ର ଏକ ରନ୍‌ ପାଇଁ ସେ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ପାର୍ଥିବ ପଟେଲ ୭୧ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୧୬, ବିରାଟ କୋହଲି ୧୫ କରିଥିଲେ। କେ. […]

kl-rahul

kl-rahul

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 09:17 PM IST

Sports

Latest News

ଚେନ୍ନାଇ: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ୫ମ ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୪ ୱିକେଟ୍‌ ହରାଇ ୩୯୧ ରନ୍‌ କରିଛି। ଦଳ ପକ୍ଷରୁ ଲୋକେଶ ରାହୁଲ ୧୬ ଚୌକା, ୩ ଛକା ସହାୟତାରେ ୧୯୯ ରନ୍‌ କରିଥିଲେ। ମାତ୍ର ଏକ ରନ୍‌ ପାଇଁ ସେ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ।

ପାର୍ଥିବ ପଟେଲ ୭୧ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୧୬, ବିରାଟ କୋହଲି ୧୫ କରିଥିଲେ। କେ. ନାୟର ୭୧ (୬ ଚୌକା) ଏବଂ ମୂରଲୀ ବିଜୟ ୧୭ (୩ ଚୌକା) ରନ୍‌ କରି ଅପରାଜିତ ଅଛନ୍ତି।

ଗତକାଲିର ସ୍କୋର ୬୦/୦ରୁ ଭାରତ ଆଜି ଖେଳ ଆରମ୍ଭ କରିଥିଲା।

ଗତକାଲି ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୪୭୭ ରନ୍‌ ସଂଗ୍ରାହ କରିଥିଲା।

ଭାରତ ୩-୦ରେ ଆଗୁଆ ରହି ସିରିଜ୍ ଜିତି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story