ଚମକିଲା ଚେନ୍ନାଇ; ଗୋଟିଏ ୱିକେଟ୍‌ରେ ମୁମ୍ୱାଇକୁ ହରାଇଲା

ନୂଆଦିଲ୍ଲୀ: ଦୁଇବର୍ଷ ପରେ ମଇଦାନକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍‌ ଗତକାଲି ଦମ୍‌ଦାର ଖେଳ ପ୍ରଦର୍ଶନ କରିଛି। ଗତଥରର ଡେଫିଣ୍ଡିଂ ଚାମ୍ପିଅନ୍‌ ମୁମ୍ୱାଇ ଇଣ୍ଡିଆନ୍ସକୁ ଗୋଟିଏ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍‌ କରିଥିଲେ। ଟସ୍‌ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଇୱିନ୍‌ ଲୁଇସ୍‌। ଉଭୟ ବେଶୀ […]

bravo

bravo

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 08:13 AM IST

Sports

Latest News

ନୂଆଦିଲ୍ଲୀ: ଦୁଇବର୍ଷ ପରେ ମଇଦାନକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍‌ ଗତକାଲି ଦମ୍‌ଦାର ଖେଳ ପ୍ରଦର୍ଶନ କରିଛି। ଗତଥରର ଡେଫିଣ୍ଡିଂ ଚାମ୍ପିଅନ୍‌ ମୁମ୍ୱାଇ ଇଣ୍ଡିଆନ୍ସକୁ ଗୋଟିଏ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍‌ କରିଥିଲେ।

ଟସ୍‌ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଇୱିନ୍‌ ଲୁଇସ୍‌। ଉଭୟ ବେଶୀ ସମୟ ତିଷ୍ଠି ପାରିନଥିଲେ। ଲୁଇସ୍‌ ଖାତା ଖୋଲି ନପାରି ଦୀପକଙ୍କ ଶିକାର ହୋଇଥିଲେ। ପରେ ରୋହିତ ୧୫ ରନ୍ କରି ୱାଟ୍‌ସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିସନ ଓ ସୂର୍ଯ୍ୟ କୁମାର ଯାଦବ କିଛି ସମୟ କ୍ରିଜ୍‌ରେ ତିଷ୍ଠି ଥିଲେ। ଈଶାନ ୪୦ ଓ ସୂର୍ଯ୍ୟ ୪୩ ରନ୍‌ କରି ଆଉଟ୍‌ ହୋଇଥିଲେ। ହାର୍ଦ୍ଦିକ ୨୨  ରନ୍‌ ଓ କୁନାଲ ପାଣ୍ଡ୍ୟାଙ୍କ ୪୧ ରନ୍‌ ବଳରେ ମୁମ୍ୱାଇ ୧୬୫ ରନ୍‌ କରିପାରିଥିଲା। ଚେନ୍ନାଇ ପକ୍ଷରୁ ୱାଟ୍‌ସନ୍‌ ୨, ଦୀପକ ଓ ତାହିର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ସୁପର କିଙ୍ଗ ୯ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ସେନ୍ ୱାଟସନ୍ ୧୬ ରନ୍ କରିଥିବା ବେଳେ ଅମ୍ବାତି ରାଇଡୁ ୨୨, ସୁରେଶ ରାଇନା ୪, କେଦାର ଯାଦବ ୨୪, ଧୋନୀ ୫, ରବୀନ୍ଦ୍ର ଜାଡ଼େଜା ୧୨ ରନ୍ କରିଥିଲେ। ମ୍ୟାଚ୍‌ରେ ହୀରୋ ସାଜିଥିଲେ ବ୍ରାଭୋ। ସେ ୩୦ଟି ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହାୟତାରେ ୬୮ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story