ଚାଇନା ଓପନ୍‌: ପ୍ରଥମ ମ୍ୟାଚ୍‌ରେ ନାଦାଲଙ୍କୁ ଭେଟିବେ ବୋପାନ୍ନା

ବେଜିଂ: ଚାଇନା ଓପନ୍‌ର ପୁରୁଷ ଡବଲ୍ସରେ ଭାଗ ନେବାକୁ ଥିବା ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ିଆନ୍ ଯୋଡ଼ି ଡାନିଏଲ୍ ନେଷ୍ଟର ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌ର ମହାନ ଟେନିସ୍ ଖେଳାଳି ରାଫେଲ୍ ନାଦାଲ ଓ ପାବଲୋ କାରେନୋ ବୁସ୍ତାଙ୍କୁ ଭେଟିବେ। ନାଦାଲ ସ୍ପେନ୍‌ର ଡାଭିସ୍ କପ୍ ଟିମ୍‌ର ସଦସ୍ୟ ଥିଲେ। ତେବେ ଆଣ୍ଠୁରେ ଆଘାତ ଯୋଗୁଁ ଡାଭିସ୍ କପ୍‌ ଖେଳି ନ ଥିଲେ ବୋପାନ୍ନା। ଏହି ଟୁର୍ଣ୍ଣାମେଣ୍ଟରେ ୱାଇଲ୍ଡ୍ କାର୍ଡ ଜରିଆରେ […]

bopanna

bopanna

Rakesh Mallick
  • Published: Monday, 03 October 2016
  • Updated: 03 October 2016, 05:09 PM IST

Sports

Latest News

ବେଜିଂ: ଚାଇନା ଓପନ୍‌ର ପୁରୁଷ ଡବଲ୍ସରେ ଭାଗ ନେବାକୁ ଥିବା ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ିଆନ୍ ଯୋଡ଼ି ଡାନିଏଲ୍ ନେଷ୍ଟର ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌ର ମହାନ ଟେନିସ୍ ଖେଳାଳି ରାଫେଲ୍ ନାଦାଲ ଓ ପାବଲୋ କାରେନୋ ବୁସ୍ତାଙ୍କୁ ଭେଟିବେ।

ନାଦାଲ ସ୍ପେନ୍‌ର ଡାଭିସ୍ କପ୍ ଟିମ୍‌ର ସଦସ୍ୟ ଥିଲେ। ତେବେ ଆଣ୍ଠୁରେ ଆଘାତ ଯୋଗୁଁ ଡାଭିସ୍ କପ୍‌ ଖେଳି ନ ଥିଲେ ବୋପାନ୍ନା।

ଏହି ଟୁର୍ଣ୍ଣାମେଣ୍ଟରେ ୱାଇଲ୍ଡ୍ କାର୍ଡ ଜରିଆରେ ପ୍ରବେଶ କରିଥିବା ଲିଆଣ୍ଡର ପେସ୍ ଓ ତାଙ୍କ ଜର୍ମାନ ସାଥୀ ସେନ୍ଦ୍ରେ ବେଗମାନ ସେମାନଙ୍କର ପ୍ରଥମ ମ୍ୟାଚ୍ ଆମେରିକାର କାକ୍ ସୋକ୍ ଓ ଅଷ୍ଟ୍ରେଲିଆର ବର୍ଣ୍ଣାଡ୍‌ ଟୋମିକ୍‌ଙ୍କ ବିପକ୍ଷରେ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story