ଟ୍ରେନିଂ ନୁହେଁ ଟର୍ଚର: ଅଲିମ୍ପିକ ଗୋଲ୍ଡ ପାଇଁ ଚାଇନାରେ ଶିଶୁ ନିର୍ଯାତନା

ଚାଇନାରେ କୁନି କୁନି ଶିଶୁଙ୍କୁ ଅଲିମ୍ପିକ ପାଇଁ ଟ୍ରେନିଂ ଦେବା ନାଁରେ ଅତ୍ୟାଚାର କରାଯାଉଥିବା ଖବର ସମସ୍ତେ ଜାଣନ୍ତି। ଏଠି ଜିମ୍ନାସିୟମ ଗୁଡିକରେ ଶିଶୁମାନଙ୍କୁ ଟ୍ରେନିଂ ଦିଆଯାଇଥାଏ। ଏବଂ ଏହି ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିବା ଖବର ଏବେ ଭାଇରାଲ ହୋଇଛି। ଅଲିମ୍ପିକରେ ସବୁବେଳେ ଚାଇନା ପ୍ରଭାବି ପ୍ରଦର୍ଶନ କରିଥାଏ। କିନ୍ତୁ ଅଲିମ୍ପିକରେ ଭଳ ପ୍ରଦର୍ଶନ ଜାରି ରଖିବା ପାଇଁ ଏଠାରେ ଥିବା ‘ନାନିଂ’ ଜିମ୍ନାସିୟମରେ ୫ବର୍ଷର ଶିଶୁ ମାନଙ୍କୁ ଅତି […]

aaaa_Fotor_Collage

aaaa_Fotor_Collage

Rakesh Mallick
  • Published: Friday, 14 April 2017
  • Updated: 14 April 2017, 08:17 PM IST

Sports

Latest News

ଚାଇନାରେ କୁନି କୁନି ଶିଶୁଙ୍କୁ ଅଲିମ୍ପିକ ପାଇଁ ଟ୍ରେନିଂ ଦେବା ନାଁରେ ଅତ୍ୟାଚାର କରାଯାଉଥିବା ଖବର ସମସ୍ତେ ଜାଣନ୍ତି। ଏଠି ଜିମ୍ନାସିୟମ ଗୁଡିକରେ ଶିଶୁମାନଙ୍କୁ ଟ୍ରେନିଂ ଦିଆଯାଇଥାଏ। ଏବଂ ଏହି ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିବା ଖବର ଏବେ ଭାଇରାଲ ହୋଇଛି। ଅଲିମ୍ପିକରେ ସବୁବେଳେ ଚାଇନା ପ୍ରଭାବି ପ୍ରଦର୍ଶନ କରିଥାଏ। କିନ୍ତୁ ଅଲିମ୍ପିକରେ ଭଳ ପ୍ରଦର୍ଶନ ଜାରି ରଖିବା ପାଇଁ ଏଠାରେ ଥିବା ‘ନାନିଂ’ ଜିମ୍ନାସିୟମରେ ୫ବର୍ଷର ଶିଶୁ ମାନଙ୍କୁ ଅତି ଦୟନୀୟ ଭାବେ ଶାରୀରିକ ନିର୍ଯାତନା ଦିଆଯାଉଛି। ଏହାକୁ ନେଇ ସାରା ବିଶ୍ୱରେ ଚାଇନାର ଅସଲି ଚେହେରା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos