ଚୀନ୍‌ କମ୍ପାନୀ ସହ ୫୦ କୋଟିର ଡିଲ୍‌ କଲେ ସିନ୍ଧୁ

ନୂଆଦିଲ୍ଲୀ: ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ବିଜେତା ତଥା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଆଗାମୀ ୪ ବର୍ଷ ପାଇଁ ଚୀନର ଖେଳ କମ୍ପାନୀ ଲି ନିଙ୍ଗ ସହ ୫୦ କୋଟିର ଚୁକ୍ତି କରିଛନ୍ତି। ସେ ଏହି ୪ ବର୍ଷ ଯାଏ ଉକ୍ତ କମ୍ପାନୀର ପ୍ରଚାର କରିବେ। ଏଥିପାଇଁ ଆଜି ଉକ୍ତ କମ୍ପାନୀ ଚୁକ୍ତି ଚୂଡ଼ାନ୍ତ କରିଛି। ଗତ ମାସରେ ଲି ନିଙ୍ଗ କମ୍ପାନୀ ଅନ୍ୟତମ ଭାରତୀୟ ପୁରୁଷ ଶଟଲର କିଦାମ୍ବୀ ଶ୍ରୀକାନ୍ତଙ୍କ ସହ […]

ea

ea

Hemant Lenka
  • Published: Friday, 08 February 2019
  • Updated: 08 February 2019, 05:16 PM IST

Sports

Latest News

ନୂଆଦିଲ୍ଲୀ: ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ବିଜେତା ତଥା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଆଗାମୀ ୪ ବର୍ଷ ପାଇଁ ଚୀନର ଖେଳ କମ୍ପାନୀ ଲି ନିଙ୍ଗ ସହ ୫୦ କୋଟିର ଚୁକ୍ତି କରିଛନ୍ତି। ସେ ଏହି ୪ ବର୍ଷ ଯାଏ ଉକ୍ତ କମ୍ପାନୀର ପ୍ରଚାର କରିବେ। ଏଥିପାଇଁ ଆଜି ଉକ୍ତ କମ୍ପାନୀ ଚୁକ୍ତି ଚୂଡ଼ାନ୍ତ କରିଛି।

ଗତ ମାସରେ ଲି ନିଙ୍ଗ କମ୍ପାନୀ ଅନ୍ୟତମ ଭାରତୀୟ ପୁରୁଷ ଶଟଲର କିଦାମ୍ବୀ ଶ୍ରୀକାନ୍ତଙ୍କ ସହ ୪ ବର୍ଷ ପାଇଁ ୩୫ କୋଟି ଟଙ୍କାର ଡିଲ କରିଥିଲା। ଏବେ ସିନ୍ଧୁଙ୍କ ପାଇଁ ରେକର୍ଡ ବ୍ରେକିଂ ୫୦ କୋଟିର ଡିଲ୍‌ କରିଛି।

ଲି ନିଙ୍ଗର ଭାରତୀୟ ପାର୍ଟନର ତଥା ସନ୍‌ଲାଇଟ୍‌ ସ୍ପୋର୍ଟ ପ୍ରାଇଭେଟ୍‌ ଲିଃର ନିର୍ଦ୍ଦେଶକ ମହେନ୍ଦ୍ର କପୁର କହିଛନ୍ତି, “ ବ୍ୟାଡମିଣ୍ଟନ୍‌ରେ ଏଭଳି ରେକର୍ଡ ବ୍ରେକିଂ ଡିଲ୍‌ ପ୍ରଥମ ଘଟଣା। ସିନ୍ଧୁଙ୍କୁ ପ୍ରୟୋଜକ କମ୍ପାନୀ ପକ୍ଷରୁ ୪୦ କୋଟି ମିଳିବ। ବାକି ୧୦ କୋଟି ଇକ୍ୟୁପମେଣ୍ଟ ବା ଖେଳିବା ପାଇଁ ବ୍ୟବହୃତ ହେଉଥିବା କିଟ୍‌ ପାଇଁ ଖର୍ଚ୍ଚ କରାଯିବ।”

୨୦୧୭ରେ ପ୍ୟୁମା କମ୍ପାନୀ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ପ୍ରାୟୋଜକ ରହିବା ପାଇଁ ୧୦୦ କୋଟିର ଡିଲ କରିଥିଲା। ଏହି ଡିଲ୍‌ ୮ ବର୍ଷ ପାଇଁ ହୋଇଛି। ଅର୍ଥାତ ବର୍ଷକୁ କମ୍ପାନୀ କୋହଲିଙ୍କୁ ୧୨.୫ କୋଟି ଟଙ୍କାର ଫି' ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story