ବିଶ୍ୱକପ୍ ପାଇଁ 'ଯୋଗ'ର ସହାୟତା ନେଉଛନ୍ତି ଗେଲ୍

ନୂଆଦିଲ୍ଲୀ: ନିଜର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍ ଖେଳିବାକୁ ଯାଉଥିବା କ୍ରିସ୍ ଗେଲ୍ ୩୯ ବର୍ଷ ବୟସରେ ନିଜକୁ ଫିଟ୍ ରଖିବାର ଉପାୟ ବାହାର କରିଛନ୍ତି। ଗେଲ୍ ଗତ ଦୁଇ ମାସ ହେବ ଜିମରୁ ଦୂରରେ ଅଛନ୍ତି। ଗେଲ୍‌ଙ୍କ ଫିଟନେସର ରହସ୍ୟ ହେଉଛି ‘ଯୋଗ’ ଏବଂ ମାଲିସ୍, ଯେଉଁ କାରଣରୁ ସେ ଦୀର୍ଘ ଦିନ ଦିନରେ ଗ୍ରାଉଣ୍ଡକୁ ଫେରିବାରେ ସଫଳ ହୋଇଛନ୍ତି। ଶକ୍ତିଶାଳୀ ହେବା ଦ୍ୱାରା ଗେଲ୍ ଆଉ ଜିମ୍ ଯାଉନାହାନ୍ତି ଏବଂ ଦୁଇ ମ୍ୟାଚ୍ ପରେ […]

gayle

gayle

Hemant Lenka
  • Published: Wednesday, 15 May 2019
  • Updated: 15 May 2019, 09:19 PM IST

Sports

Latest News

ନୂଆଦିଲ୍ଲୀ: ନିଜର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍ ଖେଳିବାକୁ ଯାଉଥିବା କ୍ରିସ୍ ଗେଲ୍ ୩୯ ବର୍ଷ ବୟସରେ ନିଜକୁ ଫିଟ୍ ରଖିବାର ଉପାୟ ବାହାର କରିଛନ୍ତି। ଗେଲ୍ ଗତ ଦୁଇ ମାସ ହେବ ଜିମରୁ ଦୂରରେ ଅଛନ୍ତି। ଗେଲ୍‌ଙ୍କ ଫିଟନେସର ରହସ୍ୟ ହେଉଛି 'ଯୋଗ' ଏବଂ ମାଲିସ୍, ଯେଉଁ କାରଣରୁ ସେ ଦୀର୍ଘ ଦିନ ଦିନରେ ଗ୍ରାଉଣ୍ଡକୁ ଫେରିବାରେ ସଫଳ ହୋଇଛନ୍ତି।

ଶକ୍ତିଶାଳୀ ହେବା ଦ୍ୱାରା ଗେଲ୍ ଆଉ ଜିମ୍ ଯାଉନାହାନ୍ତି ଏବଂ ଦୁଇ ମ୍ୟାଚ୍ ପରେ ସମ୍ପୂର୍ଣ୍ଣ ଆରାମ କରନ୍ତି। ବିଶ୍ୱକପ୍ ପୂର୍ବରୁ ଆଇପିଏଲରେ ଭଲ ପ୍ରଦର୍ଶନ କରି ୪୧ ହାରରେ ୪୯୦ ରନ୍ କରିଛନ୍ତି। ଆଇପିଏଲରେ ନିଜର ପ୍ରଦର୍ଶନ ନେଇ ଗେଲ୍ କହିଛନ୍ତି, ବିଶ୍ୱକପ୍ ପୂର୍ବରୁ ଆଇପିଏଲ୍ ଖେଳିବାର ମଜା ଅଲଗା। ମୋ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି ଏବଂ ମୁଁ ନିଜ ବ୍ୟାଟିଂ ପ୍ରଦର୍ଶନକୁ ନେଇ ବହୁତ ଖୁସି।

ବିଶ୍ୱକପରେ ଏହି ଲୟ ବଜାୟ ରଖିବା ନେଇ ମୁଁ ଆଶାୟୀ ଅଛି। ବୟସର ପ୍ରଭାବ ପଡିବା ସ୍ୱାଭାବିକ କିନ୍ତୁ ମୁଁ ମାନସିକ ଭାବେ ବହୁତ ଦୃଢ଼। ଗତ ଦୁଇମାସ ହେବ ମୁଁ ଫିଟନେସ୍ ଉପରେ ଧ୍ୟାନ ଦେଇନାହିଁ। ମୁଁ କେବଳ ମୋ ଅଭିଜ୍ଞତା ଓ ମାନସିକ ଦୃଢ଼ତାର ଉପଯୋଗ କରୁଛି। ମୁଁ ଗତ କିଛି ମାସ ହେବ ଜିମ୍ ଯାଉନାହିଁ।

ଏହି ସମୟରେ ମୁଁ ମୋ ଶରୀରକୁ ପ୍ରଚୁର ଆରାମ୍ ଦେଉଛି ଏବଂ ମାଲିସ୍ କରାଉଛି। ଏଥିସହ ନିୟମିତ ଫ୍ରେଶ୍ ରହିବା ପାଇଁ ପ୍ରୟାସ କରୁଛି ବୋଲି ଗେଲ୍ କହିଛନ୍ତି। ସୂଚନାଯୋଗ୍ୟ, ଗେଲ୍ ଏପର୍ଯ୍ୟନ୍ତ ୧୦୩ ଟେଷ୍ଟ, ୨୮୯ ଦିନିକିଆ ଏବଂ ସମଗ୍ର ବିଶ୍ୱରେ ଟି-୨୦ ଲିଗ୍ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story