ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଇଣ୍ଡିଜ ଦଳରୁ ଗେଲ୍‌ ଆଉଟ୍,ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ ବୋଧେ ଫେୟାରୱେଲ୍‌ ଟେଷ୍ଟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିବ ନାହିଁ। କାରଣ ଭାରତ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଆଜି ଯେଉଁ ଇଣ୍ଡିଜ୍‌ ଦଳ ଘୋଷଣା ହୋଇଛି ସେଥିରେ କ୍ରିସ୍‌ ଗେଲଙ୍କୁ ସ୍ଥାନ ମିଳିନାହିଁ। ୨୦୧୪ରେ ଶେଷଥର ପାଇଁ ଟେଷ୍ଟ ଖେଳିଥିବା ଗେଲ ଭାରତ ବିପକ୍ଷ ସିରିଜ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ। ଏହାପୂର୍ବରୁ ସେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପସନ୍ଦ କରିବେ ବୋଲି […]

s

s

Hemant Lenka
  • Published: Saturday, 10 August 2019
  • Updated: 10 August 2019, 05:08 PM IST

Sports

Latest News

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ ବୋଧେ ଫେୟାରୱେଲ୍‌ ଟେଷ୍ଟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିବ ନାହିଁ। କାରଣ ଭାରତ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଆଜି ଯେଉଁ ଇଣ୍ଡିଜ୍‌ ଦଳ ଘୋଷଣା ହୋଇଛି ସେଥିରେ କ୍ରିସ୍‌ ଗେଲଙ୍କୁ ସ୍ଥାନ ମିଳିନାହିଁ। ୨୦୧୪ରେ ଶେଷଥର ପାଇଁ ଟେଷ୍ଟ ଖେଳିଥିବା ଗେଲ ଭାରତ ବିପକ୍ଷ ସିରିଜ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ। ଏହାପୂର୍ବରୁ ସେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପସନ୍ଦ କରିବେ ବୋଲି କହିଥିଲେ। କିନ୍ତୁ ଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ଗେଲ୍‌ଙ୍କୁ କୌଣସି ପ୍ରକାରର ସ୍କ୍ୱାଡ୍‌ରେ ସାମିଲ କରିନାହିଁ। ଏହାର ଅର୍ଥ ୧୪ ତାରିଖରେ ଭାରତ ବିପକ୍ଷ ଶେଷ ଦିନିକିଆ ପରେ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ।

ଗେଲ୍‌ଙ୍କ ବଦଳରେ ଇଣ୍ଡିଜ୍‌ ଟିମ୍‌ରେ ପ୍ରଥମଥର ପାଇଁ ୨୬ ବର୍ଷୀୟ ରକୀମ କର୍ଣ୍ଣୱାଲ (Rahkeem Cornwall)ଙ୍କୁ ସୁଯୋଗ ମିଳିଛି। ଫାଷ୍ଟକ୍ଲାସ କ୍ରିକେଟ୍‌ରେ ରକୀମ ୫୫ଟି ମ୍ୟାଚ୍‌ରେ ୨୨୨୪ ରନ୍‌ କରିଥିବା ବେଳେ ୨୬୦ଟି ୱିକେଟ୍‌ ନେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ କ୍ରିକେଟର ନୂଆ ମାଉଣ୍ଟେନ୍‌ ମ୍ୟାନ୍‌ ଭାବେ ପରିଚିତ। ତାଙ୍କ ଉଚ୍ଚତା ୬ ଫୁଟ୍‌ ୫ ଇଞ୍ଚ୍‌ ଏବଂ ଓଜନ ୧୪୦ କେଜି।

ଇଣ୍ଡିଜ୍‌ ଟିମ୍‌: ଜେସନ ହୋଲ୍ଡର (ଅଧିନାୟକ), କ୍ରେଗ ବ୍ରାଥୱେଟ୍‌, ଡାରେନ୍‌ ବ୍ରାଭୋ, ଶମରାହ ବ୍ରୁକ୍ସ, ଜନ୍‌ କ୍ୟାମ୍ପବେଲ, ରୋଷ୍ଟନ୍‌ ଚେଜ୍‌, ରକୀମ କର୍ଣ୍ଣୱାଲ, ଶେନ୍‌ ଡୱରିଚ୍‌, ଶାନ୍‌ନ ଗାବ୍ରିଏଲ, ଶିମରନ୍‌ ହେଟମେୟର, ଶାଇ ହୋପ୍‌, କୀମୋ ପଲ୍‌ ଓ କେମାର ରୋଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story