ଆଇପିଏଲ ଖେଳିବାକୁ ମନାକଲେ କ୍ରିସ ୱକ୍ସ

ଲଣ୍ଡନ: ଇଂଲିଶ ଅଲରାଉଣ୍ଡର କ୍ରିସ ୱକ୍ସଙ୍କୁ ଚଳିତ ବର୍ଷ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧.୫ କୋଟି ଟଙ୍କାରେ କିଣି ଥିଲେ ହେଁ ସେ ଆଇପିଏଲରେ ଖେଳିବାକୁ ମନା କରିଦେଇଛନ୍ତି। ଇଂଲଣ୍ଡର ଘରୋଇ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ପାଇଁ ସେ ଫ୍ରେଶ ରହିବାକୁ ଚାହୁଁଥିବାରୁ ଆଇପିଏଲରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଇଂଲଣ୍ଡ ମାର୍ଚ୍ଚ ୧୯ରୁ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ପରିବେଶରେ ୨ଟି ଟେଷ୍ଟ ସିରିଜ୍‌ ଖେଳିବ। ଏହାପରେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ […]

y

y

Hemant Lenka
  • Published: Saturday, 07 March 2020
  • Updated: 07 March 2020, 06:34 PM IST

Sports

Latest News

ଲଣ୍ଡନ: ଇଂଲିଶ ଅଲରାଉଣ୍ଡର କ୍ରିସ ୱକ୍ସଙ୍କୁ ଚଳିତ ବର୍ଷ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧.୫ କୋଟି ଟଙ୍କାରେ କିଣି ଥିଲେ ହେଁ ସେ ଆଇପିଏଲରେ ଖେଳିବାକୁ ମନା କରିଦେଇଛନ୍ତି। ଇଂଲଣ୍ଡର ଘରୋଇ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ପାଇଁ ସେ ଫ୍ରେଶ ରହିବାକୁ ଚାହୁଁଥିବାରୁ ଆଇପିଏଲରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଇଂଲଣ୍ଡ ମାର୍ଚ୍ଚ ୧୯ରୁ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ପରିବେଶରେ ୨ଟି ଟେଷ୍ଟ ସିରିଜ୍‌ ଖେଳିବ। ଏହାପରେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷରେ ଜୁନ୍‌ ୪ରୁ ୬ଟି ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିବ। ତେଣୁ ଏଥିପାଇଁ କ୍ରିସ ୱକ୍ସ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ମାର୍ଚ୍ଚ ୨୯ରୁ ଆଇପିଏଲ ଆରମ୍ଭ ହେବ। ଏହା ମେ’ରେ ସରିବ। ତଥାପି ୱକ୍ସ ଆଇପିଏଲ ଖେଳିବାକୁ ମନା କରିଛନ୍ତି।

ୱକ୍ସ ଆଇପିଏଲରେ କୋଲକାତା ଓ ବେଙ୍ଗାଲୁରୁ ପକ୍ଷରୁ ଆଇପିଏଲ ଖେଳିଛନ୍ତି। ଏଥର ସେ ଦିଲ୍ଲୀକୁ ପ୍ରତିନିଧିତ୍ୱ କରିଥାଆନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story