୨-୦ରେ ସିରିଜ୍‌ ପୋଛିନେଲା ଭାରତ, ଉମେଶଙ୍କୁ ୧୦ ୱିକେଟ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡାହାଣହାତୀ ପେସର୍‌ ଉମେଶ ଯାଦବଙ୍କ ୧୦ ୱିକେଟ୍‌ ସଫଳତା ସାଙ୍ଗକୁ ଟିମ୍‌ ଇଣ୍ଡିଆ ୧୦ ୱିକେଟରେ ଦ୍ୱିତୀୟ ଟେଷ୍ଟମ୍ୟାଚ୍‌ ଜିତି ୨-୦ରେ ସିରିଜ୍ ପୋଛିନେଇଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ସହିତ ନିଜର ଦବ୍‌ଦବା ଦେଖାଇଥିବା ଭାରତ ଆଜି ଏଭଳି ସହଜ ବିଜୟ ହାସଲ କରିଛି। INDIA WIN!!👏💪🔥 pic.twitter.com/lTgNnJPjv3 — BCCI (@BCCI) October 14, 2018 ପୂର୍ବରୁ ରାଜକୋଟ ଟେଷ୍ଟକୁ ଗୋଟିଏ ଇନିଂସ୍‌ ଏବଂ […]

india-won

india-won

Hemant Lenka
  • Published: Sunday, 14 October 2018
  • Updated: 14 October 2018, 06:42 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡାହାଣହାତୀ ପେସର୍‌ ଉମେଶ ଯାଦବଙ୍କ ୧୦ ୱିକେଟ୍‌ ସଫଳତା ସାଙ୍ଗକୁ ଟିମ୍‌ ଇଣ୍ଡିଆ ୧୦ ୱିକେଟରେ ଦ୍ୱିତୀୟ ଟେଷ୍ଟମ୍ୟାଚ୍‌ ଜିତି ୨-୦ରେ ସିରିଜ୍ ପୋଛିନେଇଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ସହିତ ନିଜର ଦବ୍‌ଦବା ଦେଖାଇଥିବା ଭାରତ ଆଜି ଏଭଳି ସହଜ ବିଜୟ ହାସଲ କରିଛି।
https://twitter.com/BCCI/status/1051439283586850817

ପୂର୍ବରୁ ରାଜକୋଟ ଟେଷ୍ଟକୁ ଗୋଟିଏ ଇନିଂସ୍‌ ଏବଂ ୨୭୨ ରନ୍‌ରେ ହାତେଇଥିବା ଭାରତକୁ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୭୨ ରନ୍‌ର ଟାର୍ଗେଟ୍‌ ଥିଲା। ଆଉ ଏହି ଟାର୍ଗେଟ୍‌କୁ ଘରୋଇ ଦଳ ତୃତୀୟ ଦିନରେ ମାତ୍ର ୧୬.୧ ଓଭରରେ ହାସଲ କରିଥିଲା। ଦୁଇ ଓପନର୍‌ କେଏଲ୍‌ ରାହୁଲ୍‌ ଏବଂ ପୃଥ୍ୱୀ ଶ’ ଉଭୟ ୩୩ ରନ୍‌ ଲେଖାଏ କରି ଅପରାଜିତ ଭାବେ ଦଳୀୟ ସ୍କୋରକୁ ୭୫ରେ ପହଞ୍ଚାଇ ପାରିଥିଲେ।

ଇଣ୍ଡିଜ୍‌ ଭାରତକୁ ୩୬୭ ରନ୍‌ରେ ଅଲ୍‌ ଆଉଟ୍‌ କରିବା ପରେ ଇଣ୍ଡିଜ୍‌ଠାରୁ ଭାରତ ୫୬ରନ୍‌ରେ ଆଗୁଆ ଥିଲା। ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚା’ ପାନ ବିରତି ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ର ସ୍କୋର ୬ ୱିକେଟ୍‌ ହରାଇ ମାତ୍ର ୭୬ ରନ୍‌ରେ ପହଞ୍ଚିଥିଲା। ଏହା ପରେ ଅପରାହ୍ଣ ୪.୦୫ ବେଳକୁ ଇଣ୍ଡିଜ୍ ୧୨୭ ରନ୍‌ରେ ଅଲ୍‌ ଆଉଟ୍‌ ହେବା ସହିତ ଗୋଟିଏ ମ୍ୟାଚରେ ୧୦ ୱିକେଟ୍‌ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ଉମେଶଙ୍କ ନାମ ଯୋଡ଼ି ହୋଇଯାଇଥିଲା।

ପ୍ରଥମ ଇନିଂସ୍‌ରେ ୮୮ ରନ୍‌ ଦେଇ ୬ ୱିକେଟ୍‌ ନେଇଥିବା ଉମେଶ ଯାଦବ ଏହି ଇନିଂସ୍‌ରେ ମଧ୍ୟ ୪୫ ରନ୍‌ ଦେଇ ୪ ୱିକେଟ୍‌ ସହିତ ଚମକି ଥିଲେ। ୱେଷ୍ଟଇଣ୍ଡିଜ୍‌ର ଦ୍ୱିତୀୟ ଇନିଂସ୍‌ରେ ସୁନୀଲ ଅମ୍ବ୍ରିସ୍‌ ସର୍ବାଧିକ ୩୮ ରନ୍‌ କରିଥିଲାବେଳେ ଦୁଇ ଭାରତୀୟ ସ୍ପିନର ଜାଡେଜା ଓ ଅଶ୍ଵିନ ଯଥାକ୍ରମେ ୩ ଓ ୨ଟି କରି ୫ଟି ୱିକେଟ୍‌ ବାଣ୍ଟି ନେଇଥିଲେ। ପ୍ରଥମ ଇନିଂସ୍‌ରେ ହ୍ୟାଟ୍ରିକ ନେଇପାରି ନ ଥିବା ଉମେଶଙ୍କ ପାଇଁ ଏଥର ମଧ୍ୟ ଏହି କୃତିତ୍ଵ ହାଶାଳ କରିବାର ସୁଯୋଗ ଥିଲା। କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ।

ଆଜିର ମ୍ୟାଚ୍‌ରେ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ହୋଇଥିବା ଉମେଶ ଯାଦବଙ୍କୁ ଭାରତର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ମ୍ୟାଚ୍‌ ଶେଷରେ ଭୂରି ଭୂରି ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୭୨ ରନ୍‌ର ଟାର୍ଗେଟ୍ ଆଜି ହିଁ ଅର୍ଥାତ ତୃତୀୟ ଦିନରେ ହାସଲ କରିବା ପାଇଁ ଭାରତ ହାତରେ ମାତ୍ର ୪୫ ମିନିଟ୍‌ର ସମୟ ଥିଲା।
https://twitter.com/BCCI/status/1051448734142230528

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story