ରାଜ୍ୟଗୋଷ୍ଠୀ କ୍ରୀଡା: ଇତିହାସ ରଚିଲେ ଟେବୁଲ ଟେନିସ ଟିମ୍‌, ଦେଶକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଚତୁର୍ଥ ଦିନଟି ଭାରତ ପାଇଁ ବେଶ ଭଲ ଥିଲା। ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଛନ୍ତି। ଟେବୁଲ ଟେନିସ୍‌ରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି। ଭାରତୀୟ ଟିମ୍‌ ସିଙ୍ଗାପୁରକୁ ୩-୧ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛି। ଭାରତ ପକ୍ଷରୁ ମୋନିକା ବାତ୍ରା, ମୋମା ଦାସ ଏବଂ ମଧୁରିକା ପାଟକର ଏହି […]

Gold Coast

Gold Coast

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 07:48 PM IST

Sports

Latest News

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଚତୁର୍ଥ ଦିନଟି ଭାରତ ପାଇଁ ବେଶ ଭଲ ଥିଲା। ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଛନ୍ତି। ଟେବୁଲ ଟେନିସ୍‌ରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି। ଭାରତୀୟ ଟିମ୍‌ ସିଙ୍ଗାପୁରକୁ ୩-୧ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛି। ଭାରତ ପକ୍ଷରୁ ମୋନିକା ବାତ୍ରା, ମୋମା ଦାସ ଏବଂ ମଧୁରିକା ପାଟକର ଏହି ସଫଳତା ଦେଇଛନ୍ତି।

ସେହିପରି ଭାରୋତ୍ତଳନରେ ପୁନମ ଯାଦବ ୬୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ସୁଟିଂରେ ମନୁ ଭାକର ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ପଦାର୍ପଣରେ ହିଁ ସ୍ୱର୍ଣ୍ଣ ଜିତିଛନ୍ତି। ୧୦ ମିଟର ମହିଳା ବର୍ଗରେ ସେ ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ଭାରତର ହୀନା ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story