ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଗୋଲ୍ଡକୋଷ୍ଟରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଜି ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ବ୍ୟାଡ୍‌ମିଣ୍ଟନ୍ ସିଙ୍ଗଲ୍ସରେ ସାଇନା ନେହୱାଲ୍ ପିଭି ସିନ୍ଧୁଙ୍କୁ ମାତ ଦେଇଛନ୍ତି। ୨୧-୧୮ ଏବଂ ୨୩-୨୧ ସେଟ୍‌ରେ ସିନ୍ଧୁଙ୍କୁ ହରାଇଛନ୍ତି ସାଇନା। ଏହାପରେ ପିଭି ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ମିକ୍ସ ଟେବୁଲ ଟେନିସ୍‌ରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଭାରତର ମାଣିକ ବତ୍ରା ଏବଂ ସାଥିଆନ୍ ଗଣଶେଖରନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି […]

saina

saina

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 08:18 AM IST

Sports

Latest News

ନୂଆଦିଲ୍ଲୀ: ଗୋଲ୍ଡକୋଷ୍ଟରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଜି ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ବ୍ୟାଡ୍‌ମିଣ୍ଟନ୍ ସିଙ୍ଗଲ୍ସରେ ସାଇନା ନେହୱାଲ୍ ପିଭି ସିନ୍ଧୁଙ୍କୁ ମାତ ଦେଇଛନ୍ତି। ୨୧-୧୮ ଏବଂ ୨୩-୨୧ ସେଟ୍‌ରେ ସିନ୍ଧୁଙ୍କୁ ହରାଇଛନ୍ତି ସାଇନା। ଏହାପରେ ପିଭି ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସେହିପରି ମିକ୍ସ ଟେବୁଲ ଟେନିସ୍‌ରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଭାରତର ମାଣିକ ବତ୍ରା ଏବଂ ସାଥିଆନ୍ ଗଣଶେଖରନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଗତକାଲି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ସହ ମୋଟ୍ ୮ଟି ସ୍ୱର୍ଣ୍ଣ ଜିତିଥିଲେ।  ପ୍ରଥମ ଗୋଲ୍ଡ ମେଡାଲ୍ ଜିଣିଥିଲେ ବକ୍ସିଂର ଆଇରନ୍ ଲେଡି ଭାବେ ପରିଚିତ ମେରିକମ୍। ୪୮ କେଜି ବର୍ଗର ମହିଳା ବକ୍ସିଂ ଫାଇନାଲରେ ମେରିକମ୍ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରିଥିଲେ।

ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡ଼ାର ଏହି ମହାକୁମ୍ଭରେ ୭୧ଟି ଦେଶର ଖେଳାଳି ଭାଗ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତକୁ ୨୬ଟି ସ୍ୱର୍ଣ୍ଣ ମିଳିଥିବା ବେଳେ ରୌପ୍ୟ ୧୭ ଓ ୧୯ଟି ବ୍ରୋଞ୍ଜ ପଦକ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story