ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ମିଳିଲା ଆଉ ଏକ ପଦକ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ପୁଣି ଏକ ପଦକ ମିଳିଛି। ୧୦୫ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ପ୍ରଦୀପ ସିଂହ ରୌପ୍ୟ ଜିତିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତକୁ  ୭ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ସହ ୧୩ଟି ପଦକ ମିଳିଛି। ଗତକାଲି ୬୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ପୁନମ୍ ଯାଦବ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ଦୁଇ ଦିନ ତଳେ ୮୫ କେଜି ବର୍ଗରେ ଭେଙ୍କଟ ରାହୁଲଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା ଏହା ଆଗରୁ […]

cwg

cwg

Rakesh Mallick
  • Published: Monday, 09 April 2018
  • Updated: 09 April 2018, 08:08 AM IST

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ପୁଣି ଏକ ପଦକ ମିଳିଛି। ୧୦୫ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ପ୍ରଦୀପ ସିଂହ ରୌପ୍ୟ ଜିତିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତକୁ  ୭ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ସହ ୧୩ଟି ପଦକ ମିଳିଛି।

ଗତକାଲି ୬୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ପୁନମ୍ ଯାଦବ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ଦୁଇ ଦିନ ତଳେ ୮୫ କେଜି ବର୍ଗରେ ଭେଙ୍କଟ ରାହୁଲଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା ଏହା ଆଗରୁ ୭୭ କେ.ଜି ପୁରୁଷ ଭାରୋତ୍ତୋଳନରେ ସତୀଶ ଶିବଲିଙ୍ଗମ୍ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story