ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍‌ରୁ କ୍ରେଗ୍‌ ବାଦ୍‌, ଜିତନ୍‌ ପଟେଲଙ୍କୁ ଡକରା

­ନୂଆଦିଲ୍ଲୀ: ଭାରତ ଠାରୁ ପ୍ରଥମ ଟେଷ୍ଟରେ ୧୯୭ ରନ୍‌ରେ ହାରିବା ପରେ ନ୍ୟୁଜିଲାଣ୍ଡକୁ ଆଉ ଏକ ଝଟକା ଲାଗିଛି। ଆଜି ଦଳର ଅଫ୍‌ ବ୍ରେକ୍ ବୋଲର ମାର୍କ କ୍ରେଗ୍‌ ଆଘାତ କାରଣରୁ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଦଳ ପକ୍ଷରୁ ଡକରା ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ଜୀତନ୍‌ ପଟେଲ। ତିନି ବର୍ଷ ପରେ ସେ ଦଳକୁ ଫେରିଛନ୍ତି। ରବିବାର ଦିନ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବୋଲିଂ କରୁଥିବା […]

Mark Craig

Mark Craig

Rakesh Mallick
  • Published: Monday, 26 September 2016
  • Updated: 26 September 2016, 06:33 PM IST

Sports

Latest News

Mark Craig­ନୂଆଦିଲ୍ଲୀ: ଭାରତ ଠାରୁ ପ୍ରଥମ ଟେଷ୍ଟରେ ୧୯୭ ରନ୍‌ରେ ହାରିବା ପରେ ନ୍ୟୁଜିଲାଣ୍ଡକୁ ଆଉ ଏକ ଝଟକା ଲାଗିଛି। ଆଜି ଦଳର ଅଫ୍‌ ବ୍ରେକ୍ ବୋଲର ମାର୍କ କ୍ରେଗ୍‌ ଆଘାତ କାରଣରୁ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଦଳ ପକ୍ଷରୁ ଡକରା ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ଜୀତନ୍‌ ପଟେଲ। ତିନି ବର୍ଷ ପରେ ସେ ଦଳକୁ ଫେରିଛନ୍ତି।

ରବିବାର ଦିନ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବୋଲିଂ କରୁଥିବା ବେଳେ କ୍ରେଗଙ୍କ ବାମପାର୍ଶ୍ୱ ମାଂସପେଶୀ ଟାଣି ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ସେ ଆଉ ବୋଲିଂ କରିବାକୁ ଆସି ନ ଥିଲେ। ତେବେ ବ୍ୟାଟିଂ କରିବାକୁ ସେ ଉପଲବ୍ଧ ଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଚାରି ସପ୍ତାହ ଲାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story