ମେଲବର୍ଣ୍ଣରେ ଭାରତୀୟ ଖେଳାଳି ଏବଂ ପ୍ରଶଂସକଙ୍କୁ ଜାତିବାଦୀ ଆକ୍ଷେପ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟ୍‌ରେ ଥିବାରୁ ଘରୋଇ ଦଳର ପ୍ରଶଂସକମାନେ ଏହାକୁ ଭଲ ମନରେ ଗ୍ରହଣ କରିପାରି ନାହାନ୍ତି। ମେଲବର୍ଣ୍ଣ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବା କିଛି ଅଷ୍ଟ୍ରେଲିୟ ପ୍ରଶଂସକ ଭାରତୀୟ ଖେଳାଳି ଏବଂ ସମର୍ଥକଙ୍କୁ ଜାତିବାଦୀ ଆକ୍ଷେପ କରି ନାରାବାଜି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ ଜାତିବାଦୀ ଆକ୍ଷେପ କରିଥିବା […]

aaaaaa

aaaaaa

Hemant Lenka
  • Published: Friday, 28 December 2018
  • Updated: 28 December 2018, 08:09 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟ୍‌ରେ ଥିବାରୁ ଘରୋଇ ଦଳର ପ୍ରଶଂସକମାନେ ଏହାକୁ ଭଲ ମନରେ ଗ୍ରହଣ କରିପାରି ନାହାନ୍ତି।

ମେଲବର୍ଣ୍ଣ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବା କିଛି ଅଷ୍ଟ୍ରେଲିୟ ପ୍ରଶଂସକ ଭାରତୀୟ ଖେଳାଳି ଏବଂ ସମର୍ଥକଙ୍କୁ ଜାତିବାଦୀ ଆକ୍ଷେପ କରି ନାରାବାଜି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ 'କ୍ରିକେଟ୍‌ ଅଷ୍ଟ୍ରେଲିଆ' ଜାତିବାଦୀ ଆକ୍ଷେପ କରିଥିବା ଦର୍ଶକଙ୍କୁ ଏଭଳି ନ କରିବାକୁ ଚେତାବନୀ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦୁଇ ଦିନ ଅଷ୍ଟ୍ରେଲିଆ ଦଳର ପ୍ରଶଂସକମାନେ ଭାରତୀୟ ଖେଳାଳି ଏବଂ ସମର୍ଥକଙ୍କୁ "ତୁମମାନଙ୍କ ଭିସା ଦେଖାଅ" ବୋଲି କହି ନାରାବାଜି କରିଥିଲେ। ଏଥିସହ ସେମାନେ ଭାରତୀୟ ଖେଳାଳି ଏବଂ ପ୍ରଶଂସକଙ୍କୁ ଜାତିବାଦୀ ଆକ୍ଷେପ ମଧ୍ୟ କରିଥିଲେ। ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପାଖରେ ଏକାଧିକ ଅଭିଯୋଗ ପହଞ୍ଚିଛି।

ଏହାପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ, ଭିକ୍ଟୋରିଆ ପୁଲିସ୍‌ ଏବଂ ଷ୍ଟାଡିୟମ ମ୍ୟାନେଜମେଣ୍ଟ ଏସମ୍ପର୍କରେ ଜଣାଇଛି। ଏବେ ପୁଲିସ୍‌ ଏବଂ ଷ୍ଟାଡିୟମ ମ୍ୟାନେଜମେଣ୍ଟ ଦର୍ଶକଙ୍କ ସବୁ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ଏଥିସହ ଷ୍ଟାଡିୟମକୁ ପ୍ରବେଶ କରୁଥିବା ଦର୍ଶକଙ୍କୁ ଏଭଳି ମନ୍ତବ୍ୟ ଦେବାରୁ ବିରତ ରହିବାକୁ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story