ଫାଇନାଲରେ ବଡ଼ ଭୁଲ୍ ହୋଇଥିବା କହିଲେ ଏହି ମହାନ୍ ଅମ୍ପାୟାର୍

ଲଣ୍ଡନ: ବିଶ୍ୱକପ୍ ଟାଇଟଲ୍ ମୁକାବିଲା ହୁଏତ ଇଂଲଣ୍ଡ ଜିତିଛି, କିନ୍ତୁ ଏହି ମୁକାବିଲାରେ ଖରାପ ଅମ୍ପାୟାରିଂକୁ ନେଇ ବେଶ୍ ସମାଲୋଚନା ହୋଇଛି। ମାମଲା ଥିଲା ଇଂଲଣ୍ଡ ଇନିଂସର ୫୦ତମ ଓଭର, ଯେଉଁଥିରେ ଅମ୍ପାୟାର କୁମାର ଧର୍ମସେନା ଇଂଲଣ୍ଡକୁ ଓଭର ଥ୍ରୋ’ର ୪ ରନ୍ ଦେଇଥିଲେ। ଏହା ପରେ ଆୟୋଜକ ଟିମ୍ ୫୦ ଓଭର ପରେ ମ୍ୟାଚକୁ ଟାଇ କରିବାରେ ସଫଳ ହୋଇଥିଲା। ଏହି ମାମଲାରେ ପୂର୍ବତନ ମହାନ ଅଷ୍ଟ୍ରେଲୀୟ ଅମ୍ପାୟାର ସାଇମନ୍ ଟଫେଲ୍ ମୁହଁ ଖୋଲିଛନ୍ତି। ଟଫେଲ୍ […]

taufel

taufel

Hemant Lenka
  • Published: Monday, 15 July 2019
  • Updated: 15 July 2019, 08:20 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍ ଟାଇଟଲ୍ ମୁକାବିଲା ହୁଏତ ଇଂଲଣ୍ଡ ଜିତିଛି, କିନ୍ତୁ ଏହି ମୁକାବିଲାରେ ଖରାପ ଅମ୍ପାୟାରିଂକୁ ନେଇ ବେଶ୍ ସମାଲୋଚନା ହୋଇଛି। ମାମଲା ଥିଲା ଇଂଲଣ୍ଡ ଇନିଂସର ୫୦ତମ ଓଭର, ଯେଉଁଥିରେ ଅମ୍ପାୟାର କୁମାର ଧର୍ମସେନା ଇଂଲଣ୍ଡକୁ ଓଭର ଥ୍ରୋ'ର ୪ ରନ୍ ଦେଇଥିଲେ। ଏହା ପରେ ଆୟୋଜକ ଟିମ୍ ୫୦ ଓଭର ପରେ ମ୍ୟାଚକୁ ଟାଇ କରିବାରେ ସଫଳ ହୋଇଥିଲା।

ଏହି ମାମଲାରେ ପୂର୍ବତନ ମହାନ ଅଷ୍ଟ୍ରେଲୀୟ ଅମ୍ପାୟାର ସାଇମନ୍ ଟଫେଲ୍ ମୁହଁ ଖୋଲିଛନ୍ତି। ଟଫେଲ୍ ଏହାକୁ ଅମ୍ପାୟାରଙ୍କୁ ଭୁଲ ବୋଲି କହିଛନ୍ତି। ଏମସିସି ନିୟମ ପ୍ରସ୍ତୁତକାରୀ ସବକମିଟିର ସଦସ୍ୟ ଟଫେଲ୍ କହିଛନ୍ତି, ଇଂଲଣ୍ଡକୁ ପାଞ୍ଚ ରନ୍ ବଦଳରେ ୬ ରନ୍ ଦେବା ସ୍ପଷ୍ଟ ଭାବେ ଅମ୍ପାୟାରଙ୍କ ଭୁଲ୍ ଥିଲା।

ଆଇସିସି ପକ୍ଷରୁ ପାଞ୍ଚଥର ଅମ୍ପାୟାର ଅଫ୍ ଦି ଇୟର ବିବେଚିତ ହୋଇଥିବା ଟଫେଲଙ୍କ ଅନୁଯାୟୀ, "ଅମ୍ପାୟାର ନିୟମକୁ ଲାଗୁ କରିବାରେ ଭୁଲ୍ କରି ଦେଇଛନ୍ତି। ଇଂଲଣ୍ଡକୁ ୬ ନୁହେଁ, ବରଂ ୫ ରନ୍ ଦେବାର ଥିଲା। ଟଫେଲ୍ ଆହୁରି କହିଛନ୍ତି, ନିୟମ ୧୯.୮ ଅନୁଯାୟୀ, ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ପୂରଣ ହୋଇଥିବା ରନ୍ ଏବଂ ଓଭରଥ୍ରୋ'ରେ ଦ୍ୱାରା ବାଉଣ୍ଡ୍ରୀରୁ ମିଳିଥିବା ରନ୍ ସେତେବେଳେ ପ୍ରଜୁଯ୍ୟ ହେବ, ଯେତେବେଳେ ଫିଲ୍ଡରଙ୍କ ଥ୍ରୋ' ମାରିବା ପୂର୍ବରୁ ଦୁଇ ବ୍ୟାଟ୍ସମ୍ୟାନ୍ ପିଚରେ ପରସ୍ପରକୁ କ୍ରସ୍ କରିଥିବେ। କିନ୍ତୁ ଏହି ମୁକାବିଲାରେ ଏଭଳି ହୋଇନଥିଲା।"

ଯଦି ଇଂଲଣ୍ଡକୁ ୫ ରନ୍ ମିଳିଥାନ୍ତା, ତାହେଲେ ଟିମକୁ ଶେଷ ଦୁଇ ବଲରେ ୪ ରନ୍ କରିବାକୁ ପଡ଼ିଥାନ୍ତା, ଯାହା ହୁଏତ ସହଜ ହୋଇନଥାନ୍ତା। ଯଦି ଇଂଲଣ୍ଡକୁ ୫ ରନ୍ ମିଳିଥାନ୍ତା, ତାହେଲେ ବ୍ୟାଟ୍ସମ୍ୟାନ୍ ଏଣ୍ଡରେ ଷ୍ଟୋକ୍ସଙ୍କ ବଦଳରେ ଆଦିଲ୍ ରଶିଦ୍ ବ୍ୟାଟିଂ କରିଥାନ୍ତେ। ତେବେ ଏହି ଭୁଲ୍ ପାଇଁ ଟଫେଲ୍ ମ୍ୟାଚ୍ ଅଫିସିଆଲ୍ସଙ୍କୁ ଦୋଷ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story