ଗାଙ୍ଗୁଲିଙ୍କ ଏହି ପ୍ରସ୍ତାବ ଯଦି ଆଇସିସି ଓ ଇଂଲଣ୍ଡ ମାନିଥାନ୍ତା, ତାହେଲେ...

ଲଣ୍ଡନ: ଆଇସିସି ବିଶ୍ୱକପର ଲିଗ୍ ପର୍ଯ୍ୟାୟ ପରେ ଏବେ ନକଆଉଟ୍ ମ୍ୟାଚରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସେମିଫାଇନାଲ୍ ମ୍ୟାଚକୁ ମଧ୍ୟ ବର୍ଷା ଯୋଗୁ ରୋକିବାକୁ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ୪୭ତମ ଓଭରରେ ବର୍ଷା ଆରମ୍ଭ ହୋଇଥିଲା ଏବଂ ଦୁଇ ଟିମ୍ ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ୍ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ମ୍ୟାଚ୍ ଯେତେବେଳେ ବନ୍ଦ ହେଲା, ଏହା ପରେ ବର୍ଷା ପ୍ରବଳ ହୋଇଥିଲା। […]

ground

ground

Hemant Lenka
  • Published: Tuesday, 09 July 2019
  • Updated: 09 July 2019, 10:42 PM IST

Sports

Latest News

ଲଣ୍ଡନ: ଆଇସିସି ବିଶ୍ୱକପର ଲିଗ୍ ପର୍ଯ୍ୟାୟ ପରେ ଏବେ ନକଆଉଟ୍ ମ୍ୟାଚରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସେମିଫାଇନାଲ୍ ମ୍ୟାଚକୁ ମଧ୍ୟ ବର୍ଷା ଯୋଗୁ ରୋକିବାକୁ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ୪୭ତମ ଓଭରରେ ବର୍ଷା ଆରମ୍ଭ ହୋଇଥିଲା ଏବଂ ଦୁଇ ଟିମ୍ ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ।

ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ୍ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ମ୍ୟାଚ୍ ଯେତେବେଳେ ବନ୍ଦ ହେଲା, ଏହା ପରେ ବର୍ଷା ପ୍ରବଳ ହୋଇଥିଲା। ପାଖାପାଖି ଘଣ୍ଟାଏ ଧରି ବର୍ଷା ଲାଗି ରହିବାରୁ ଗ୍ରାଉଣ୍ଡରେ ପାଣି ଜମି ଯାଇଥିଲା। ତେବେ ପିଚ୍ ଓ ଏହାର ଆଖପାଖ ଯାଗାକୁ କଭର୍ କରାଯାଇଥିଲା, କିନ୍ତୁ ବାକି ମଇଦାନକୁ କଭର କରାଯାଇନଥିଲା। ତେଣୁ ଆଉଟଫିଲ୍ଡ ଯଦି ନିର୍ଦ୍ଧାରିତ ସମୟରେ ନଶୁଖେ, ତାହେଲେ ମ୍ୟାଚ୍ ହୋଇପାରିବ ନାହିଁ।

ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ୧୮ ମ୍ୟାଚରୁ ୪ଟି ବର୍ଷା ଯୋଗୁ ବାତିଲ୍ ହୋଇଥିଲା। ଏଥିରେ ଅଧିକାଂଶ ମ୍ୟାଚ୍ ଆଉଟଫିଲ୍ଡ ଓଦା ଯୋଗୁ ବାତିଲ ହୋଇଥିଲା। ଏହି କାରଣରୁ ଆଇସିସି ଓ ଆୟୋଜକ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)କୁ କଡ଼ା ସମାଲୋଚନା କରାଯାଇଥିଲା।

ଲିଗ୍ ପର୍ଯ୍ୟାୟ ମୁକାବିଲା ଯେତେବେଳେ ବାତିଲ ହେଉଥିଲା, ସେହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଆଉଟ୍ ଫିଲ୍ଡ ଖରାପ ନହେବାର ଉପାୟ କହିଥିଲେ। କିନ୍ତୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚରେ ଯେତେବେଳେ ବର୍ଷା ହେଲା, ଇଂଲଣ୍ଡ ବୋର୍ଡ ଗାଙ୍ଗୁଲିଙ୍କ ଉପାୟକୁ ଆପଣାଇ ନାହିଁ।

ଗାଙ୍ଗୁଲି ପ୍ରସ୍ତାବ ଦେଇଥିଲେ ଯେ, ଆଉଟ୍ ଫିଲ୍ଡ ଖରାପ ହେବାରୁ ବଞ୍ଚାଇବା ପାଇଁ ପୂରା ମଇଦାନକୁ କଭର ଦ୍ୱାରା ଢ଼ାଙ୍କିବା ଦରକାର। ସେ କୋଲକାତା ଇଡେନ୍ ଗାର୍ଡେନ୍ସରେ ବ୍ୟବହୃତ ହୋଇଥିବା କଭରର କଥା ଉଠାଇ ଏହି ପ୍ରସ୍ତାବ ଦେଇଥିଲେ। ଗାଙ୍ଗୁଲି କହିଥିଲେ, ଇଡେନରେ ବ୍ୟବହୃତ ହେଉଥିବା କଭର ଇଂଲଣ୍ଡରୁ ହିଁ ମଗାଯାଇଥିଲା। ଯଦି ଏହି କଭରକୁ ଇଂଲଣ୍ଡରେ ବ୍ୟବହାର କରାଯାଏ, ତାହେଲେ ଏହା ଅଧା ମୂଲ୍ୟରେ ଉପଲବ୍ଧ ହେବ ଏବଂ ଟ୍ୟାକ୍ସ ଫ୍ରି' ରହିବ।

ଗାଙ୍ଗୁଲିଙ୍କ କହିବା ଅନୁଯାଯୀ, ଭାରତରେ ଆମେ ସବୁ ମ୍ୟାଚ୍ ପାଇଁ ଏହି କଭରର ବ୍ୟବହାର କରିଥାଉ। ଏଭଳି ସ୍ଥିତିରେ ଯଦି ବର୍ଷା ବନ୍ଦ ହୁଏ, ତାହେଲେ ୧୦ ମିନିଟ୍ ଭିତରେ ମ୍ୟାଚ୍ ଆରମ୍ଭ କରାଯାଇ ପାରିବ। ତେଣୁ ବିଶ୍ୱକପରେ ଯଦି ଏହି କଭରର ବ୍ୟବହାର କରାଯାଇଥାନ୍ତା, ତାହେଲେ ହୁଏତ ମ୍ୟାଚକୁ ବାତିଲ କରିବାକୁ ପଡ଼ିନଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story