ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ସଟ୍ଟା ବଜାରରେ ଭିଡ଼: ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲା ବେଟିଂ ରାକେଟ୍‌

ବ୍ରହ୍ମପୁର: ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ ଆସନ୍ତା ଜୁନ୍‌ ୧୮ ତାରିଖରେ ଖେଳାଯିବ। ଦୀର୍ଘ ୧୦ ବର୍ଷ ପରେ କୌଣସି ଏକ ଆଇସିସି ପ୍ରତିଯୋଗିତାରେ ଏହି ଦୁଇ ଟିମ୍ ସମ୍ନାସାମ୍ନି ହେବାକୁ ଯାଉଛନ୍ତି। ଏହି ଡ୍ରିମ୍‌ ଫାଇନାଲ ମ୍ୟାଚ୍‌ ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଅନ୍ୟପଟେ ସଟ୍ଟା ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ବେଟିଂ ସମୟରେ ପୋଲିସ ଚଢାଉ କରି ଏହାର ପର୍ଦ୍ଦାଫାସ କରିଛି। ବଡ଼ ବଜାର ଥାନା ମାର୍ଥାପେଟା […]

cricket-betting-racket-hyderabad..

cricket-betting-racket-hyderabad..

Rakesh Mallick
  • Published: Friday, 16 June 2017
  • Updated: 16 June 2017, 09:16 PM IST

Sports

Latest News

ବ୍ରହ୍ମପୁର: ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ ଆସନ୍ତା ଜୁନ୍‌ ୧୮ ତାରିଖରେ ଖେଳାଯିବ। ଦୀର୍ଘ ୧୦ ବର୍ଷ ପରେ କୌଣସି ଏକ ଆଇସିସି ପ୍ରତିଯୋଗିତାରେ ଏହି ଦୁଇ ଟିମ୍ ସମ୍ନାସାମ୍ନି ହେବାକୁ ଯାଉଛନ୍ତି। ଏହି ଡ୍ରିମ୍‌ ଫାଇନାଲ ମ୍ୟାଚ୍‌ ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଅନ୍ୟପଟେ ସଟ୍ଟା ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ବେଟିଂ ସମୟରେ ପୋଲିସ ଚଢାଉ କରି ଏହାର ପର୍ଦ୍ଦାଫାସ କରିଛି। ବଡ଼ ବଜାର ଥାନା ମାର୍ଥାପେଟା ସାହିରେ ଗତକାଲି ରାତିରେ ବେଟିଂ ଚାଲିଥିବାବେଳେ ବଡବଜାର ଓ ଟାଉନ ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢଉ କରାଯାଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ପି. ସୁରେଶଙ୍କ ସହ ୫ଜଣଙ୍କୁ ପୋଲିସ ଗିରଫ କରିଛି।  ସେମାନଙ୍କ ଠାରୁ ପୋଲିସ ୭ଲକ୍ଷରୁ ଅଧିକ ଟଙ୍କା, ୧୦ଟି ମୋବାଇଲ ଫୋନ ଓ ବିଭିନ୍ନ ଉପକରଣ ଜବତ କରିଛି। ପୂର୍ବରୁ ଗତ ମେ ୧୧ ତାରିଖରେ ମଧ୍ୟ ପୋଲିସ ଚଢାଉ କରି ୮ଲକ୍ଷ ଟଙ୍କା ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story