ପ୍ରଥମଥର କ୍ରିକେଟ୍ ମଇଦାନରେ ପରସ୍ପର ବିରୋଧରେ ଖେଳିଲେ ଏହି ଦୁଇ ବନ୍ଧୁ, ଦେଖନ୍ତୁ ଭିଡିଓ

ମୁମ୍ବାଇ: କ୍ରିକେଟ୍ ଜଗତରେ ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତ୍ୱ ବହୁପୁରୁଣା। ସ୍କୁଲ୍ ଦିନରୁ ହିଁ ଦୁହେଁ ଏକାଠି ଖେଳିଆସୁଛନ୍ତି। ବହୁ ବର୍ଷ ପରେ ପୁଣିଥରେ ଦୁହିଁଙ୍କୁ ଏକାଠି ମଇଦାନରେ କ୍ରିକେଟ୍ ଖେଳୁଥିବାରୁ ଦେଖିବାକୁ ମିଳିଛି, କିନ୍ତୁ ଏଥର ଏକାଠି ନୁହେଁ ବରଂ ପରସ୍ପର ବିରୋଧରେ ଖେଳିଛନ୍ତି। ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମରେ ଦୁହେଁ ନେଟ୍ସରେ ପରସ୍ପରକୁ ବୋଲିଂ ଓ ବ୍ୟାଟିଂ କରିଥିଲେ। ସଚିନ ଏହା ମଧ୍ୟରେ ନିଜର ସିଗ୍ନେଚର୍ ଶଟ୍ ଖେଳିଥିଲେ, ଯେଉଁଥିରେ ତାଙ୍କର […]

sach and kamb

sach and kamb

Hemant Lenka
  • Published: Sunday, 12 May 2019
  • Updated: 12 May 2019, 09:04 PM IST

ମୁମ୍ବାଇ: କ୍ରିକେଟ୍ ଜଗତରେ ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତ୍ୱ ବହୁପୁରୁଣା। ସ୍କୁଲ୍ ଦିନରୁ ହିଁ ଦୁହେଁ ଏକାଠି ଖେଳିଆସୁଛନ୍ତି। ବହୁ ବର୍ଷ ପରେ ପୁଣିଥରେ ଦୁହିଁଙ୍କୁ ଏକାଠି ମଇଦାନରେ କ୍ରିକେଟ୍ ଖେଳୁଥିବାରୁ ଦେଖିବାକୁ ମିଳିଛି, କିନ୍ତୁ ଏଥର ଏକାଠି ନୁହେଁ ବରଂ ପରସ୍ପର ବିରୋଧରେ ଖେଳିଛନ୍ତି।

ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମରେ ଦୁହେଁ ନେଟ୍ସରେ ପରସ୍ପରକୁ ବୋଲିଂ ଓ ବ୍ୟାଟିଂ କରିଥିଲେ। ସଚିନ ଏହା ମଧ୍ୟରେ ନିଜର ସିଗ୍ନେଚର୍ ଶଟ୍ ଖେଳିଥିଲେ, ଯେଉଁଥିରେ ତାଙ୍କର ଅନ୍ୟତମ ଫେଭରିଟ୍ କଭର ଡ୍ରାଇଭ୍ ଶଟ୍ ସାମିଲ୍ ଥିଲା।

ସଚିନ ଏହି ମୁହୂର୍ତ୍ତର ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି, "ବିନୋଦ କାମ୍ବଲୀଙ୍କ ସହ ନେଟ୍ସକୁ ଫେରି ବହୁତ ଭଲ ଲାଗିଲା। ଖେଳିବା ସମୟରେ ଶିବାଜୀ ପାର୍କରେ ଆମର ପିଲାଦିନର କଥା ମନେ ପଡ଼ିଛି। ବହୁତ କମ୍ ଲୋକ ଜାଣିଛନ୍ତି ଯେ, ଆମେ ସର୍ବଦା ଗୋଟିଏ ଟିମରେ ରହିଥିଲୁ ଏବଂ କେବେବି ପରସ୍ପର ବିରୋଧରେ ଖେଳିନାହୁଁ।"

ଅନ୍ୟପକ୍ଷରେ କାମ୍ବଲୀ ସଚିନ ଓ ନିଜ ପୁଅ ସହ ଫଟୋ ଶେୟାର କରି ଲେଖିଛନ୍ତି, "ଜଣେ ପିତା, ବନ୍ଧୁ, କୋଚ୍ ଏବଂ ବ୍ୟାଟ୍ସମ୍ୟାନ୍ ହେବାର ଅନୁଭୂତି ବହୁତ ଖାସ୍, ଏଥିପାଇଁ ସବୁ ଶ୍ରେୟ ସଚିନ ତେନ୍ଦୁଲକରଙ୍କୁ ଦିଆଯିବ।"

ସୂଚନାଯୋଗ୍ୟ, ସଚିନ ଓ କାମ୍ବଲୀ ଦୁହେଁ ରମାକାନ୍ତ ଆଚରେକରଙ୍କ ଶିଷ୍ୟ। ଦୁହେଁ ଏକାଠି ଟ୍ରେନିଂ ନେଇଥିଲେ। ଏହାପରେ ଦୁହେଁ ମୁମ୍ବାଇ ପକ୍ଷରୁ ଏକାଠି ଖେଳିଥିଲେ। ସଚିନ ଓ କାମ୍ବଲୀଙ୍କୁ ମଧ୍ୟ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ମିଳିଥିଲା। ଯେଉଁଠି ସଚିନଙ୍କୁ ଦେଶରେ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି, ଅନ୍ୟପକ୍ଷରେ କାମ୍ବଲୀ ଅଧିକାଂଶ ସମୟ ବିବାଦରେ ରହିଆସିଛନ୍ତି। ଏହା ସତ୍ତ୍ୱେ ସଚିନ ଓ କାମ୍ବଲୀଙ୍କୁ ପୂର୍ବଭଳି ମଜଭୁତ୍ ରହିଛି।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story