ପ୍ରବାସୀ ଓଡ଼ିଆଙ୍କୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପୁଣେ: ମହାରାଷ୍ଟ୍ରର ପୁନେ ଠାରେ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଗଠନ ହୋଇଛି ସ୍ପ୍ରେଡ ହାପିନେସ ଫାଉଣ୍ଡେସନ। ଏହି ସଂଗଠନ ପୁନେ ଠାରେ ଥିବା ଓଡ଼ିଆ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କଳା, କ୍ରୀଡ଼ାର ବିକାଶ ସହିତ ଅନାଥ, ଅସହାୟ ମାନଙ୍କୁ ସାହାଯ୍ୟ ପ୍ରଦାନ କରିଆସୁଛି। ପ୍ରବାସୀ ଓଡ଼ିଆଙ୍କ ଭିତରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା ଓ ଏକତା ସୃଷ୍ଟି କରିବା ପାଇଁ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଆରମ୍ଭ କରିଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି […]

wv

wv

Hemant Lenka
  • Published: Wednesday, 25 September 2019
  • Updated: 25 September 2019, 10:49 PM IST

Sports

Latest News

ପୁଣେ: ମହାରାଷ୍ଟ୍ରର ପୁନେ ଠାରେ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଗଠନ ହୋଇଛି ସ୍ପ୍ରେଡ ହାପିନେସ ଫାଉଣ୍ଡେସନ। ଏହି ସଂଗଠନ ପୁନେ ଠାରେ ଥିବା ଓଡ଼ିଆ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କଳା, କ୍ରୀଡ଼ାର ବିକାଶ ସହିତ ଅନାଥ, ଅସହାୟ ମାନଙ୍କୁ ସାହାଯ୍ୟ ପ୍ରଦାନ କରିଆସୁଛି।

ପ୍ରବାସୀ ଓଡ଼ିଆଙ୍କ ଭିତରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା ଓ ଏକତା ସୃଷ୍ଟି କରିବା ପାଇଁ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଆରମ୍ଭ କରିଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଲିଗର ମ୍ୟାଚ ଗୁଡ଼ିକ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ପୁନେ ଖଡକି ଠାରେ ଥିବା CFVD ଗ୍ରାଉଣ୍ଡରେ ଖେଲାଯାଉଛି।

ପ୍ରବାସୀ ଓଡିଆଙ୍କୁ ନିଜ ନିଜ ଜିଲ୍ଲା ନାଁରେ ଟିମ ଗଠନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ‍୧୬ଟି ଟିମ ଏହି ଲିଗରେ ଭାଗ ନେଇଛନ୍ତି ବୋଲି ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ସଦସ୍ୟ ବୈଜୟନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story