ବିଶ୍ୱକପ୍ ଫାଇନାଲକୁ ନେଇ ଚିନ୍ତାରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟପ୍ରେମୀ

ୱେଲିଂଟନ୍: ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ଅପୂର୍ବ ସଫଳତା ପରେ ତା’ର ପ୍ରଶଂସକ ଆଗରେ ଏବେ ଦ୍ୱିଧା ସ୍ଥିତି ସୃଷ୍ଟି ହୋଇଛି, କାରଣ ପୂରା ଦେଶରେ ଥିବା ‘ସ୍ପୋର୍ଟ୍ସ ବାର୍’କୁ ଆଶା ନଥିଲା ଯେ, ତାଙ୍କ ଟିମ୍ ଫାଇନାଲରେ ପହଞ୍ଚିବ। ଇଂଲଣ୍ଡରେ ଖେଳାଯାଉଥିବା ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ସମୟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ। କିଛି ଭାବି ନେଇଥିଲେ ଯେ, ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ଭାରତ ନିକଟରୁ ହାରିଯିବ। ୱେଲିଂଟନ୍ ସିଟି କାଉନସିଲର ଜଣେ ପ୍ରବକ୍ତା କହିଛନ୍ତି, “ବିଳମ୍ବିତ ରାତି ପର୍ଯ୍ୟନ୍ତ […]

NZ

NZ

Hemant Lenka
  • Published: Friday, 12 July 2019
  • Updated: 12 July 2019, 04:15 PM IST

Sports

Latest News

ୱେଲିଂଟନ୍: ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ଅପୂର୍ବ ସଫଳତା ପରେ ତା'ର ପ୍ରଶଂସକ ଆଗରେ ଏବେ ଦ୍ୱିଧା ସ୍ଥିତି ସୃଷ୍ଟି ହୋଇଛି, କାରଣ ପୂରା ଦେଶରେ ଥିବା 'ସ୍ପୋର୍ଟ୍ସ ବାର୍'କୁ ଆଶା ନଥିଲା ଯେ, ତାଙ୍କ ଟିମ୍ ଫାଇନାଲରେ ପହଞ୍ଚିବ। ଇଂଲଣ୍ଡରେ ଖେଳାଯାଉଥିବା ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ସମୟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ। କିଛି ଭାବି ନେଇଥିଲେ ଯେ, ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ଭାରତ ନିକଟରୁ ହାରିଯିବ।

ୱେଲିଂଟନ୍ ସିଟି କାଉନସିଲର ଜଣେ ପ୍ରବକ୍ତା କହିଛନ୍ତି, "ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦେବାର ଲାଇସେନ୍ସ ୨୦ ଦିନରେ ମିଳିଥାଏ। କେହିବି ଭାବିନଥିଲେ ଯେ ଆମେ ଫାଇନାଲ୍ ଖେଳିବୁ, ସେଥିପାଇଁ କେହି ଲାଇସେନ୍ସ ପାଇଁ ଆବେଦନ କରିନଥିଲେ।" ଫାଇନାଲ୍ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ସମୟ ଅନୁସାରେ ରବିବାର ରାତି ୯.୩୦ରୁ ଆରମ୍ଭ ହେବ ଏବଂ ଭୋର୍ ୫.୩୦ ପର୍ଯ୍ୟନ୍ତ ଚାଲିବ।

ସ୍ପୋର୍ଟ୍ସ ବାରକୁ ସକାଳ କେବଳ ୪ଟା ପର୍ଯ୍ୟନ୍ତ ଲାଇସେନ୍ସ ମିଳିଛି। ତେଣୁ ଏଭଳି ସ୍ଥିତିରେ ପ୍ରଶଂସକ ଘରେ ମ୍ୟାଚ୍ ଦେଖିବେ, ନଚେତ୍ ୪ଟା ପରେ ବିନା ମଦରେ ବାରରେ ମ୍ୟାଚର ମଜା ନେବେ। ସହରରେ କୌଣସି ଫ୍ୟାନ୍ ଜୋନ୍ ମଧ୍ୟ କରାଯାଇନାହିଁ।

ସୂଚନାଯୋଗ୍ୟ, କିୱି ଟିମ୍ ସେମିଫାଇନାଲରେ ଭାରତକୁ ୧୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲର ପ୍ରଥମ ଦିନ ବର୍ଷା ହୋଇଥିଲା, ଯେଉଁକାରଣରୁ ମ୍ୟାଚ୍ ରିଜର୍ଭ ଡେ'ରେ ପୂରଣ ହୋଇଥିଲା। ଭାରତୀୟ ଟିମର ବ୍ୟାଟିଂ ଲାଇନଅପକୁ ଦେଖି ଲାଗୁଥିଲା ଯେ ସେମାନେ ୨୪୦ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେବେ, କିନ୍ତୁ ଏହା ହେଲା ନାହିଁ। ଭାରତ ୨୨୧ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story