ଅଷ୍ଟ୍ରେଲିଆକୁ ଝଟକା, ଶନ୍ ମାର୍ଶ ଆଉଟ୍

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ଶନ୍ ମାର୍ଶ ଆହତ ଯୋଗୁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କୁ ଡାକରା ମିଳିଛି। ଏହାବ୍ୟତୀତ ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଆହତ ହୋଇଛନ୍ତି। ନେଟ୍ ସେସନ୍ ବେଳେ ପ୍ୟାଟ୍ କମିନ୍ସଙ୍କ ବଲରେ ମାର୍ଶଙ୍କୁ ଆଘାତ ଲାଗିଥିଲା। ତାଙ୍କ ଡାହାଣ ହାତର ରିଷ୍ଟ ଫ୍ରାକଚର୍ ହୋଇଯାଇଛି। ଅଷ୍ଟ୍ରେଲିଆର କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ମାର୍ଶଙ୍କୁ ଗଭୀର ଆଘାତ ଲାଗିଛି ଏବଂ ସେ […]

marsh

marsh

Hemant Lenka
  • Published: Friday, 05 July 2019
  • Updated: 05 July 2019, 04:46 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ଶନ୍ ମାର୍ଶ ଆହତ ଯୋଗୁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କୁ ଡାକରା ମିଳିଛି। ଏହାବ୍ୟତୀତ ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଆହତ ହୋଇଛନ୍ତି।

ନେଟ୍ ସେସନ୍ ବେଳେ ପ୍ୟାଟ୍ କମିନ୍ସଙ୍କ ବଲରେ ମାର୍ଶଙ୍କୁ ଆଘାତ ଲାଗିଥିଲା। ତାଙ୍କ ଡାହାଣ ହାତର ରିଷ୍ଟ ଫ୍ରାକଚର୍ ହୋଇଯାଇଛି। ଅଷ୍ଟ୍ରେଲିଆର କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ମାର୍ଶଙ୍କୁ ଗଭୀର ଆଘାତ ଲାଗିଛି ଏବଂ ସେ ବିଶ୍ୱକପର ପରବର୍ତ୍ତୀ ମୁକାବିଲା ଖେଳିପାରିବେ ନାହିଁ। ବିଶ୍ୱକପରେ ମାର୍ଶଙ୍କୁ କେବଳ ଦୁଇଟି ମ୍ୟାଚରେ ସୁଯୋଗ ମିଳିଥିଲା।

ସେହିପରି ପ୍ରାକ୍ଟିସ୍ ବେଳେ ମିଚେଲ୍ ଷ୍ଟାର୍କଙ୍କ ବଲରେ ମ୍ୟାକ୍ସୱେଲ୍ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କୁ ମଧ୍ୟ ନେଟରୁ ତୁରନ୍ତ ବାହାରକୁ ନିଆଯାଇଥିଲା। କିନ୍ତୁ ସ୍କାନରେ ଜଣାପଡ଼ିଲା ଯେ ମ୍ୟାକ୍ସୱେଲଙ୍କୁ କୌଣସି ଫ୍ରାକଚର୍ ହୋଇନାହିଁ। ତେବେ ତାଙ୍କ ଆଘାତ ଉପରେ ବର୍ତ୍ତମାନ ନଜର ରଖାଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ସେ ଖେଳିପାରିବେ କି ନାହିଁ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଯଦି ସେମିଫାଇନାଲ୍ ପୂର୍ବରୁ ମ୍ୟାକ୍ସୱେଲ୍ ଫିଟ୍ ନହୁଅନ୍ତି, ତାହେଲେ ଅଷ୍ଟ୍ରେଲିଆ ପାଇଁ ସମସ୍ୟା ବଢ଼ିଯିବ। ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ହେଲେ ଅଷ୍ଟ୍ରେଲିଆକୁ କୌଣସି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ପଡ଼ିବ।

ମାର୍ଶଙ୍କ ସ୍ଥାନରେ ସାମିଲ୍ ହୋଇଥିବା ପିଟର୍ ହ୍ୟାଣ୍ଡସ୍କମ୍ବ୍ ଭଲ ଫର୍ମରେ ଥିଲେ, କିନ୍ତୁ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ତାଙ୍କୁ ସ୍ଥାନ ମିଳିନଥିଲା। ହ୍ୟାଣ୍ଡସ୍କମ୍ବ୍ ଦିନିକିଆରେ ୪୩.୫୪ ହାରରେ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story