୪ର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୫୦ କରି ବିରାଟ ବି ଆଉଟ

ଓଭାଲ: ତୃତୀୟ ଟେଷ୍ଟ ଭଳି ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ହେଲେ ଦଳ ନିୟମିତ ୱିକେଟ ହରାଇ ଚାଲିଛି। ଅଧିନାୟକ ବିରାଟ କୋହଲି କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ ସେ ବି ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ପଛେପଛେ ଅଜିଙ୍କ୍ୟ ରାହଣେ ମଧ୍ୟ ଆଉଟ ହୋଇଛନ୍ତି। ଚା’ ପାନ ବିରତି ସୁଦ୍ଧା ଟିମ […]

Virat

Virat

Hemant Lenka
  • Published: Thursday, 02 September 2021
  • Updated: 02 September 2021, 08:17 PM IST

Sports

Latest News

ଓଭାଲ: ତୃତୀୟ ଟେଷ୍ଟ ଭଳି ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ହେଲେ ଦଳ ନିୟମିତ ୱିକେଟ ହରାଇ ଚାଲିଛି। ଅଧିନାୟକ ବିରାଟ କୋହଲି କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ ସେ ବି ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ପଛେପଛେ ଅଜିଙ୍କ୍ୟ ରାହଣେ ମଧ୍ୟ ଆଉଟ ହୋଇଛନ୍ତି।

ଚା’ ପାନ ବିରତି ସୁଦ୍ଧା ଟିମ ଇଣ୍ଡିଆ ୬ ୱିକେଟ ହରାଇ ମାତ୍ର ୧୨୨ ରନ୍‌ କରିଛି। ଋଷଭ ପନ୍ତ ୪ ଓ ଶାର୍ଦ୍ଦୁଲ ଠାକୁର ୪ ରନ୍‌ କରି ଅପରାଜିତ ରହିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ରୋହିତ ଶର୍ମା ଓ କେଏଲ ରାହୁଲ ୯ ଓଭର ଯାଏ ସମ୍ଭାଳିଥିଲେ। ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ରୋହିତ ୧୧ ରନ୍‌ କରି ଆଉଟ ହୋଇଯାଇଥିଲେ। ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଭିଜ୍ଞ କ୍ରିସ ୱକ୍ସ ତାଙ୍କ ୱିକେଟ ନେଇଥିଲେ।

କେଏଲ୍‌ ରାହୁଲ(୧୭) ଦଳୀୟ ସ୍କୋର ଆଗକୁ ନେବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଓଲି ରବିନସନ ତାଙ୍କୁ ଏଲବିଡବ୍ଲ୍ୟୁ କରି ୨୮ ରନ୍‌ରେ ଟିମ୍‌ ଇଣ୍ଡିଆକୁ ଦ୍ୱିତୀୟ ଝଟକା ଦେଇଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା କେବଳ ୪ ରନ୍‌ କରି ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ।

ଆଜିର ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ପ୍ରମୋସନ ପାଇ ରାହଣେଙ୍କ ସ୍ଥାନରେ ୫ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଲଞ୍ଚ ପରେ ସେ ବି ନିରାଶ କରିଥିଲେ। ଜାଡେଜା ୧୦ ରନ୍‌ କରିଥିବା ବେଳେ ୱକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୬୯ ରନ୍‌ରେ ୪ ୱିକେଟ ହରାଇ ଭାରତ ସଙ୍କଟରେ ପଡ଼ିଥିଲା।

ଏହି ସମୟରେ ବିରାଟ ଓ ରାହଣେ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୦୦ ପାର୍‌ କରାଇଥିଲେ। ବିରାଟ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଭଲ ଲୟରେ ଥିବାରୁ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ବିରାଟ(୫୦) ପୁଣିଥରେ ରବିନସନଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଏହାପରେ ରାହଣେ(୧୪) ସମସ୍ତଙ୍କୁ ନିରାଶ କରିଥିଲେ। କ୍ରେଗ ଓଭରଟନ୍‌ ତାଙ୍କ ୱିକେଟ ନେଇ ଭାରତକୁ ୬ଷ୍ଠ ଝଟକା ଦେଇଥିଲେ। ଏବେ କ୍ରିଜ୍‌ରେ ପନ୍ତଙ୍କ ସହ ଶାର୍ଦ୍ଦୁଲ ଠାକୁର(୪) ରହିଛନ୍ତି। ସେମାନେ ଦଳୀୟ ସ୍କୋରକୁ କେମିତି ଆଗକୁ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story