ହସ୍ପିଟାଲ ଗଲେ ଆହତ ମହମ୍ମଦ ଶାମି

ଆଡିଲେଡ୍: ବ୍ୟାଟିଂ କରିବା ବେଳେ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିବା ମହମ୍ମଦ ଶାମିଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କ ରିଷ୍ଟରେ ବଲ ମାଡ଼ ହୋଇଥିବାରୁ ଏହାର ସ୍କାନ କରାଯିବ। ଏହାପରେ ସେ ଦ୍ୱିତୀୟ ଟେଷ୍ଟ ଖେଳିବେ କି ନାହିଁ, ସେକଥା ସ୍ପଷ୍ଟ ହେବ। ବଲ୍‌ ମାଡ଼ ପରେ ଶାମି ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ହାତ ଉଠାଇବାକୁ ଅକ୍ଷମ ହେବାରୁ ଅଧାରୁ ପଡ଼ିଆ ଛାଡ଼ିଥିଲେ। ଶାମି ପଡ଼ିଆ ଛାଡ଼ିବାରୁ ଭାରତ ୩୬ ରନ୍‌ରେ ହିଁ […]

jy

jy

Hemant Lenka
  • Published: Saturday, 19 December 2020
  • Updated: 19 December 2020, 07:35 PM IST

Sports

Latest News

ଆଡିଲେଡ୍: ବ୍ୟାଟିଂ କରିବା ବେଳେ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିବା ମହମ୍ମଦ ଶାମିଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କ ରିଷ୍ଟରେ ବଲ ମାଡ଼ ହୋଇଥିବାରୁ ଏହାର ସ୍କାନ କରାଯିବ। ଏହାପରେ ସେ ଦ୍ୱିତୀୟ ଟେଷ୍ଟ ଖେଳିବେ କି ନାହିଁ, ସେକଥା ସ୍ପଷ୍ଟ ହେବ। ବଲ୍‌ ମାଡ଼ ପରେ ଶାମି ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ହାତ ଉଠାଇବାକୁ ଅକ୍ଷମ ହେବାରୁ ଅଧାରୁ ପଡ଼ିଆ ଛାଡ଼ିଥିଲେ। ଶାମି ପଡ଼ିଆ ଛାଡ଼ିବାରୁ ଭାରତ ୩୬ ରନ୍‌ରେ ହିଁ ଅଟକି ଯାଇଥିଲା।

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶାମି ବ୍ୟାଟିଂ କରୁଥିଲେ। ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ୱିକେଟ ହରାଇ ୩୬ ରନ୍‌ କରିଥିଲା ବେଳେ ଶାମି ୧ ରନ୍‌ କରି କ୍ରିଜ୍‌ରେ ଥିଲେ। ସେ ଶେଷ ବ୍ୟାଟସମ୍ୟାନ ଭାବେ ଉମେଶ ଯାଦବଙ୍କ ସହ ବ୍ୟାଟିଂ କମାଣ ସମ୍ଭାଳିଥିଲେ।

ହେଲେ ପ୍ୟାଟ କମିନ୍ସଙ୍କ ଗୋଟିଏ ବଲ ସିଧା ତାଙ୍କ ଡାହଣ ହାତ ରିଷ୍ଟରେ ବାଜିଥିଲା। ଘଟଣା ପରେ ତୁରନ୍ତ ମେଡିକାଲ ଟିମ୍‌ ତାଙ୍କ ପାଖରେ ପହଞ୍ଚି ସ୍ପ୍ରେ ସହ ପଟି ବାନ୍ଧିଥିଲା। ଏହାପରେ ଶାମି ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ପ୍ରବଳ କଷ୍ଟ ଅନୁଭବ କରିବା ସହ ବ୍ୟାଟ ଧରିବାକୁ ଅକ୍ଷମ ହୋଇଥିଲେ। ମେଡିକାଲ ଟିମ୍‌ର ପରାମର୍ଶକ୍ରମେ ଶେଷରେ ସେ ବାଧ୍ୟ ହୋଇ ପଡ଼ିଆ ଛାଡ଼ିଥିଲେ। ଭାରତର ପାଳି ମଧ୍ୟ ଏହି ଠାରେ ଶେଷ ହୋଇଥିଲା।

ଏବେ ଶାମିଙ୍କ ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ସେଠାରେ ତାଙ୍କ ହାତର ସ୍କାନ କରାଯିବ। ତାଙ୍କ ଆହତ ସମସ୍ୟା ଗଭୀର ଥିବାରୁ ସେ ୨୬ ତାରିଖରୁ ମେଲବର୍ଣ୍ଣରେ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ ଖେଳିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ମ୍ୟାଚ୍ ପରେ ବିରାଟ କହିଥିଲେ ଯେ ଶାମିଙ୍କ ସମ୍ପର୍କରେ କିଛି ବି ଖବର ଏଯାଏ ମିଳିନି। ସେ ଏବେ ସ୍କାନ ପାଇଁ ହସ୍ପିଟାଲ ଯାଇଛନ୍ତି। ତାଙ୍କୁ ବହୁତ କଷ୍ଟ ହେଉଥିଲା। ଏପରି କି ସେ ହାତ ମଧ୍ୟ ଟେକି ପାରୁ ନଥିଲେ। ଆସନ୍ତାକାଲି ସୁଦ୍ଧା ତାଙ୍କ ଆହତ ସମ୍ପର୍କରେ ଖବର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story