୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଚେନ୍ନାଇ: ପୁଣିଥରେ ପଡ଼ିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ୨୦୧୯ ବିଶ୍ୱକପରେ ପ୍ରଫେସନାଲ କ୍ରିକେଟରୁ ଦୂରେଇ ରହିଥିବା ଧୋନିଙ୍କୁ ଶେଷଥର ପାଇଁ ଫେବୃଆରୀ-ମାର୍ଚ୍ଚ ମାସରେ ପଡ଼ିଆରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। କରୋନା ଲକଡାଉନ ପୂର୍ବରୁ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସର ଟ୍ରେନିଂ କ୍ୟାମ୍ପରେ ମାହି ନିଜର ଫେଭରାଇଟ ଶଟ୍‌ ମାରି ଅଭ୍ୟାସ କରିଥିଲେ। ତେବେ ଲକଡାଉନ ଲାଗୁ ହେବା ଓ ଆଇପିଏଲ ଉପରେ କଳା ବାଦଲ ଢାଙ୍କି ରହିବାରୁ […]

d

d

Hemant Lenka
  • Published: Tuesday, 11 August 2020
  • Updated: 11 August 2020, 01:47 PM IST

Sports

Latest News

ଚେନ୍ନାଇ: ପୁଣିଥରେ ପଡ଼ିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ୨୦୧୯ ବିଶ୍ୱକପରେ ପ୍ରଫେସନାଲ କ୍ରିକେଟରୁ ଦୂରେଇ ରହିଥିବା ଧୋନିଙ୍କୁ ଶେଷଥର ପାଇଁ ଫେବୃଆରୀ-ମାର୍ଚ୍ଚ ମାସରେ ପଡ଼ିଆରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।

କରୋନା ଲକଡାଉନ ପୂର୍ବରୁ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସର ଟ୍ରେନିଂ କ୍ୟାମ୍ପରେ ମାହି ନିଜର ଫେଭରାଇଟ ଶଟ୍‌ ମାରି ଅଭ୍ୟାସ କରିଥିଲେ। ତେବେ ଲକଡାଉନ ଲାଗୁ ହେବା ଓ ଆଇପିଏଲ ଉପରେ କଳା ବାଦଲ ଢାଙ୍କି ରହିବାରୁ ଧୋନିଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ମାହି ପୁଣିଥରେ ନିଜର ଜଲୱା ଦେଖାଇବାକୁ ଆସନ୍ତା ୧୬ ତାରିଖରେ ଚେନ୍ନାର ଚେପକ ଷ୍ଟାଡିୟମକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ଏହାପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ନିଜର ଖେଳାଳିମାନଙ୍କର ଗୋଟିଏ କ୍ୟାମ୍ପ ଚେପକରେ ଆୟୋଜନ କରିବାକୁ ଚାହୁଁଛନ୍ତି।

ଯଦି ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେବ, ତା’ହେଲେ ଦଳର ଅଧିନାୟକ ଭାବେ ଧୋନି ମଧ୍ୟ ଏଥିରେ ଯୋଗଦେବେ। ଟ୍ରେନିଂ କ୍ୟାମ୍ପ ଆୟୋଜନ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଏଥିପାଇଁ ତାମିଲନାଡୁ ସରକାରଙ୍କ ଅନୁମତି ଲୋଡ଼ା ଯାଇଛି। ସରକାର ଅନୁମତି ଦେଲେ ୧୬ ତାରିଖରୁ ଚେନ୍ନାଇ ସୁପର କିଙ୍ଗସର କ୍ୟାମ୍ପ ଚେପକରେ ଆରମ୍ଭ ହେବ।

ଧୋନିଙ୍କୁ ରାଞ୍ଚରେ ନେଟସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ଚେନ୍ନାଇର ଚେପକରେ ଆୟୋଜିତ କ୍ୟାମ୍ପରେ ଦେଖିବାକୁ ମିଳିବ। ସୂଚନା ଅନୁସାରେ ୧୬ ତାରିଖରୁ ୨୦ ତାରିଖ ଯାଏ ଚେନ୍ନାଇ ସୁପର କିଙ୍ଗସ ୧୫ ଜଣ ଖେଳାଳିଙ୍କୁ ନେଇ ଟ୍ରେନିଂ କ୍ୟାମ୍ପ କରିବ। ଏହାପରେ ସେଠାରେ ହିଁ ଖେଳାଳିମାନେ ସିଧାସଳଖ ୟୁଏଇ ଗସ୍ତ କରିବେ।

ଚେନ୍ନାଇ ସୁପର କିଙ୍ଗସର କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥ କହିଛନ୍ତି, ଆମେ ଚେନ୍ନାଇରେ ୧୬ ଅଗଷ୍ଟରୁ ୨୦ ଅଗଷ୍ଟ ଯାଏ କ୍ୟାମ୍ପ କରିବାକୁ ଚାହୁଁଛୁ। ଅନୁମତି ପାଇଁ ଆମେ ତାମିଲନାଡୁ ସରକାରଙ୍କ ନିକଟରେ ଆବେଦନ କରିଛୁ। ସେମାନେ ଆମକୁ ହଁ କହିଛନ୍ତି। ତେବେ ଆମେ ଲଖିତ ଭାବେ ଅନୁମତି ମାଗିଛୁ।

ଅନୁମତି ମିଳିବା ପରେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ କ୍ୟାମ୍ପ ଆୟୋଜନ କରାଯିବ। ପ୍ରତି ଖେଳାଳି ସେମାନଙ୍କ ନିଜ ରାଜ୍ୟରେ କରୋନା ଟେଷ୍ଟ କରାଇବେ। ଚେନ୍ନାଇ ପହଞ୍ଚିବା ପରେ ୧୭ ଓ ୧୮ ଦୁଇ ଦିନ ଧରି ପୁଣି ସମସ୍ତଙ୍କର କରୋନା ଟେଷ୍ଟ କରାଯିବ। ଯଦି କ୍ୟାମ୍ପ ନ ହୁଏ, ତା’ହେଲେ ଆମେ ଅଗଷ୍ଟ ୨୧ରେ ଖେଳାଳିଙ୍କୁ ଧରି ୟୁଏଇ ଯିବାକୁ ଲକ୍ଷ୍ୟ ରଖିଛୁ। ଯଦି କ୍ୟାମ୍ପ ହେଲା, ତା’ହେଲେ ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story