ସରକାରୀ ଚାକିରି କରନ୍ତି ଏହି ୫ଜଣ ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟରଙ୍କ ଲାଇଫଷ୍ଟାଇଲ କୌଣସି ବଲିଉଡ୍ ଷ୍ଟାରଙ୍କ ଠାରୁ କମ୍‌ ନୁହେଁ। ସେମାନଙ୍କ ପସନ୍ଦ ଓ ନାପସନ୍ଦ ଏମିତିକି ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତାହା ଜାଣିବା ପାଇଁ ଫ୍ୟାନମାନେ ଚାତକ ପରି ଅନାଇ ବସିଥାନ୍ତି। ପଡ଼ିଆରେ ଛକା ଚଉକା ମାରି ଦର୍ଶକ ମନ ଜିଣୁଥିବା ଭାରତୀୟ କ୍ରିକେଟରମାନେ ଖେଳିବା ସହ ସାଇଡ୍ ବ୍ୟବସାୟ ଓ ସରକାରୀ ଚାକିରି କରିଥାନ୍ତି। ଆସନ୍ତୁ ଜାଣିବା ସେମିତି ୫ଜଣ ଭାରତୀୟ କ୍ରିକେଟରଙ୍କୁ, ଯେଉଁମାନେ ସରକାରୀ ଚାକିରି କରନ୍ତି। ମହେନ୍ଦ୍ର ସିଂହ […]

tio,

tio,

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 01:25 PM IST

Sports

Latest News

ଭାରତୀୟ କ୍ରିକେଟରଙ୍କ ଲାଇଫଷ୍ଟାଇଲ କୌଣସି ବଲିଉଡ୍ ଷ୍ଟାରଙ୍କ ଠାରୁ କମ୍‌ ନୁହେଁ। ସେମାନଙ୍କ ପସନ୍ଦ ଓ ନାପସନ୍ଦ ଏମିତିକି ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତାହା ଜାଣିବା ପାଇଁ ଫ୍ୟାନମାନେ ଚାତକ ପରି ଅନାଇ ବସିଥାନ୍ତି। ପଡ଼ିଆରେ ଛକା ଚଉକା ମାରି ଦର୍ଶକ ମନ ଜିଣୁଥିବା ଭାରତୀୟ କ୍ରିକେଟରମାନେ ଖେଳିବା ସହ ସାଇଡ୍ ବ୍ୟବସାୟ ଓ ସରକାରୀ ଚାକିରି କରିଥାନ୍ତି। ଆସନ୍ତୁ ଜାଣିବା ସେମିତି ୫ଜଣ ଭାରତୀୟ କ୍ରିକେଟରଙ୍କୁ, ଯେଉଁମାନେ ସରକାରୀ ଚାକିରି କରନ୍ତି।

ମହେନ୍ଦ୍ର ସିଂହ ଧୋନୀ; ଭାରତୀୟ କ୍ରିକେଟ ଟିମ୍‌ର ସଫଳ କ୍ୟାପଟନ୍ ଭାବରେ ଜଣାଶୁଣା ମହେନ୍ଦ୍ର ସିଂହ ଧୋନୀ ଜଣେ ସରକାରୀ କର୍ମଚାରୀ। ୨୦୧୫ ମସିହାରୁ ଧୋନୀଙ୍କୁ ଭାରତୀୟ ସେନାରେ lieutenant colonel ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଧୋନୀ ଟିମ୍‌ ଇଣ୍ଡିଆରେ ଖେଳିବା ପୂର୍ବରୁ ରେଳବାଇରେ କାମ କରୁଥିଲେ।

ହରଭଜନ ସିଂହ; ଟିମ୍‌ ଇଣ୍ଡିଆର ସଫଳ ସ୍ପିନର ଭାବେ ଜଣାଶୁଣା ହରଭଜନ ସିଂହ କ୍ରିକେଟ ଖେଳିବା ସହ ଜଣେ ପୋଲିସ କର୍ମଚାରୀ ଭାବେ କାମ କରିଥାନ୍ତି। ହରଭଜନ ପଞ୍ଜାବ ପୋଲିସରେ ଡିଏସପି ଅଛନ୍ତି।

ଉମେଶ ଯାଦବ; ଟିମ ଇଣ୍ଡିଆର ଯୁବ କ୍ରିକେଟର ଉମେଶ ଯାଦବ କ୍ରିକେଟ ଖେଳିବା ସହ ବ୍ୟାଙ୍କରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି। ୨୦୧୭ ମସିହାରୁ ଉମେଶ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବରେ କାର୍ଯ୍ୟ କରି ଆସୁଛନ୍ତି।

ସଚିନ ତେନ୍ଦୁଲକର; ସଚିନ ତେନ୍ଦୁଲ କରଙ୍କୁ  କିଏ ବା ନ ଜାଣେ। ଲୋକେ ତାଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବୋଲି ଡାକନ୍ତି। କ୍ରିକେଟ ଦୁନିଆରେ ତାଙ୍କୁ ଭଗବାନ ବୋଲି ମାନିଥାନ୍ତି। ୨୦୧୦ ମସିହାରେ ଭାରତୀୟ ବାୟୁ ସେନା ସଚିନଙ୍କୁ  ସମ୍ମାନିତ କରିବା ସହ ଗ୍ରୁପ କ୍ୟାପଟେନ୍‌ ଭାବେ ନିଯୁକ୍ତି ଦେଇଥିଲେ।

କପିଲ ଦେବ;୧୯୮୩ ମସିହାରେ  ପ୍ରଥମ ଥର ପାଇଁ ୱାର୍ଲ୍ଡ କପ୍‌ ଜିତିଥିଲା ଭାରତୀୟ କ୍ରିକେଟ ଦଳ। ଏହାର ଶ୍ରେୟ କପିଲ ଦେବଙ୍କୁ ଯାଏ। ସେ ସେତେବେଳେ ଅଧିନାୟକ ଥିଲେ। ସେ ବି ସରକାରୀ ଚାକିରି କରନ୍ତି। ୨୦୦୮ ମସିହାରେ ଭାରତୀୟ ସେନା ତାଙ୍କୁ ପଦବୀରେ ନିଯୁକ୍ତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story