ଧୋନିଙ୍କ ମହାନତା: ବିମାନରେ ନିଜର ବିଜନେସ ସିଟ୍‌କୁ ଆଉ ଜଣଙ୍କୁ ଦେଇଦେଲେ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଆଉ ଏକ ମହାନତା ଏବେ ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେଇଥିଲେ ହେଁ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ତାଙ୍କ ଜଲୱା ଦେଖିବାକୁ ମିଳିବ। ଏଥିପାଇଁ ଚେନ୍ନାଇ ସୁପର କିଙ୍ଗସ ଟିମ୍‌ ଦୁବାଇ ଗସ୍ତ କରିଛନ୍ତି। କାରଣ କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ହିଁ ଆଇପିଏଲ ଖେଳାଯିବ। ତେବେ ବିମାନରେ ଦୁବାଇ ଯିବା ବେଳେ ଧୋନି କେମିତି ନିଜର […]

v

v

Hemant Lenka
  • Published: Saturday, 22 August 2020
  • Updated: 22 August 2020, 02:57 PM IST

Sports

Latest News

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଆଉ ଏକ ମହାନତା ଏବେ ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେଇଥିଲେ ହେଁ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ତାଙ୍କ ଜଲୱା ଦେଖିବାକୁ ମିଳିବ। ଏଥିପାଇଁ ଚେନ୍ନାଇ ସୁପର କିଙ୍ଗସ ଟିମ୍‌ ଦୁବାଇ ଗସ୍ତ କରିଛନ୍ତି। କାରଣ କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ହିଁ ଆଇପିଏଲ ଖେଳାଯିବ।

ତେବେ ବିମାନରେ ଦୁବାଇ ଯିବା ବେଳେ ଧୋନି କେମିତି ନିଜର ମହାନତା ଦେଖାଇଛନ୍ତି, ତାହାର ଏକ ଉଦାହରଣ ସାମ୍ନାକୁ ଆସିଛି। ଧୋନିଙ୍କ ପାଇଁ ବିଜନେସ କ୍ଲାସରେ ଟିକେଟ ବୁକିଂ କରାଯାଇଥିଲା। ହେଲେ ସେ ଟିମ୍‌ର ନିର୍ଦ୍ଦେଶକ କେ ଜର୍ଜ ଜନଙ୍କ ପାଇଁ ଏହି ସିଟକୁ ଛାଡ଼ି ଦେଇଥିଲେ। ଏହାପରେ ସେ ଇକୋନୋମିକ କ୍ଲାସର ସିଟରେ ବସି ଦୁବାଇ ଯାଇଥିଲେ।
https://twitter.com/i/status/1296878284756656128

ଏ ସମ୍ପର୍କରେ ଜନ୍‌ ନିଜେ ଖୁଲାସା କରିବା ସହ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଧୋନି ଇକୋନୋମିକ କ୍ଲାସର ସିଟ୍‌ରେ ବସି ଦଳର ଉପ ଅଧିନାୟକ ସୁରେଶ ରାଇନା ଓ ଅନ୍ୟ ସାଥୀ ଖେଳାଳିଙ୍କ ସହ ବେଶ ହସଖୁସିରେ କଥା ହେଉଥିବା ଦେଖିବାକୁ ମିଳିଛି।

ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ମାନେ ଦୁବାଇ ଯିବା ପୂର୍ବରୁ ୬ ଦିନ ଚେନ୍ନାଇରେ ଅଭ୍ୟାସ କରିଥିଲେ। ସେମାନେ ଦୁବାଇରେ ପହଞ୍ଚିବା ପରେ ୬ ଦିନ ସେଠାରେ ଆଇସୋଲେସନରେ ରହିବେ। ବାଓସିକ୍ୟୁଅର ବବଲ୍ସରେ ପ୍ରବେଶ କରିବା ପୂର୍ବରୁ ସବୁ ଖେଳାଳିଙ୍କର ୫ଥର କରୋନା ଟେଷ୍ଟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story