୨ ଖେଳାଳିଙ୍କୁ ଛାଡ଼ି କାଲିଠାରୁ ଅଭ୍ୟାସ ଆରମ୍ଭ କରିବ ଚେନ୍ନାଇ ସୁପର କିଙ୍ଗସ

ଦୁବାଇ: ଦୁଇ ଖେଳାଳିଙ୍କୁ ଛାଡ଼ି ଚେନ୍ନାଇ ସୁପର କିଙ୍ଗସର ଅନ୍ୟ ସଦସ୍ୟମାନେ କାଲିଠାରୁ ଦୁବାଇରେ ଅଭ୍ୟାସ ଆରମ୍ଭ କରିବେ। ଆସନ୍ତା ୧୯ ତାରିଖରୁ ୟୁଏଇରେ ଆଇପିଏଲ ଆରମ୍ଭ ହେବ। କିନ୍ତୁ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ୨ ଖେଳାଳିଙ୍କ ସହ ୧୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ଏଥିପାଇଁ ଦଳର କୌଣସି ଖେଳାଳିଙ୍କୁ ପଡ଼ିଆକୁ ଛଡ଼ା ହୋଇ ନଥିଲା। ସମସ୍ତେ କ୍ୱାରେଣ୍ଟାଇନରେ ଥିଲେ। ମଙ୍ଗଳବାର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହୋଇଥିଲା। ଏହାର ରିପୋର୍ଟ ନେଗେଟିଭ ଆସିଛି। ଆଜି ମଧ୍ୟ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଛି। ଏବେ ୨ ଖେଳାଳିଙ୍କୁ ଛାଡ଼ି ଅନ୍ୟମାନେ ଅଭ୍ୟାସ ଆରମ୍ଭ କରିବେ।

ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ୨ ଖେଳାଳିଙ୍କ ସହ ୧୩ ସଦସ୍ୟ ବାଧ୍ୟତାମୂଳକ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ସେମାନଙ୍କର ୨ ଥର ଟେଷ୍ଟ କରାଯିବ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ, ସେମାନଙ୍କୁ ଅନ୍ୟ ସଦସ୍ୟମାନଙ୍କ ଭଳି ମ୍ୟାଚ୍‌ ଖେଳିବାକୁ ଛଡ଼ା ଯିବ।

ଆହୁରି ପଢ଼ନ୍ତୁ

ଆଇସିୟୁରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ

ହଙ୍ଗାମା କରି ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ

୨୧ ସେପ୍ଟେମ୍ବର, ସୋମବାର: ପରିଶ୍ରମ ଅନୁସାରେ ସଫଳତା ପାଇବେ

ନେପୋଟିଜିମ୍ ପାଇଁ କିଏ ଦାୟୀ? ଜବାବ ରଖିଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

ରାଜ୍ୟରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ, କଟକରେ ୫୦୦ରୁ ଅଧିକ

୨୦ ସେପ୍ଟେମ୍ବର, ରବିବାର: ଶତ୍ରୁମାନେ ପରାଜିତ ହେବେ

ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଆକବରଙ୍କ ମନ୍ତ୍ରୀ ତୋଡରମଲ୍ଲ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ!