ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସୁଟିଂ ଦେଲା ଆଉ ଏକ ସ୍ୱର୍ଣ୍ଣ, ଦିନ ଆରମ୍ଭରୁ ୨ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ସକାଳୁ ଭାରତ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି। ତେଜସ୍ୱିନୀଙ୍କ ପରେ ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ଅନିଶ ଭନୱାଲା। ୧୫ ବର୍ଷିୟ ଅନିଶ ୨୫ ମିଟର ପୁରୁଷ ରାପିଡ ଫାୟାର ପିସ୍ତଲ ବର୍ଗରେ ଏହି ଗୌରବ ହାସଲ କରିଛନ୍ତି। ଏଥିସହିତ ସବୁଠାରୁ କମ ବୟସର ଭାରତୀୟ ଭାବେ ସେ ରେକର୍ଡ କରିଛନ୍ତି। ଆଜି ସକାଳୁ ସୁଟିଂରେ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ପଦକ ଜିତିଥିବା […]

anis

anis

Rakesh Mallick
  • Published: Friday, 13 April 2018
  • Updated: 13 April 2018, 11:19 AM IST

Sports

Latest News

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ସକାଳୁ ଭାରତ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି। ତେଜସ୍ୱିନୀଙ୍କ ପରେ ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ଅନିଶ ଭନୱାଲା। ୧୫ ବର୍ଷିୟ ଅନିଶ ୨୫ ମିଟର ପୁରୁଷ ରାପିଡ ଫାୟାର ପିସ୍ତଲ ବର୍ଗରେ ଏହି ଗୌରବ ହାସଲ କରିଛନ୍ତି। ଏଥିସହିତ ସବୁଠାରୁ କମ ବୟସର ଭାରତୀୟ ଭାବେ ସେ ରେକର୍ଡ କରିଛନ୍ତି।

ଆଜି ସକାଳୁ ସୁଟିଂରେ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅଞ୍ଜୁମ ମୁଦଗିଲ ରୌପ୍ୟ ପଦକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story