ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୭ଟି ସ୍ୱର୍ଣ୍ଣ ସହ ୪ର୍ଥ ସ୍ଥାନରେ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ଆଜି ସୁଦ୍ଧା ଭାରତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ଅଛନ୍ତି। ପଦକ ତାଲିକାରେ ଅଷ୍ଟ୍ରେଲିଆ ୩୧ଟି ସ୍ୱର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୧୯ ଓ କାନାଡ଼ା ୭ଇ ସ୍ୱର୍ଣ୍ଣ ପଦକ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ସେହିପରି ଭାରତ ୭ଟି ସ୍ୱର୍ଣ୍ଣ ସହ ୪ର୍ଥ ସ୍ଥାନରେ ରହିଛି। ଭାରତ ମୋଟ୍ ୧୨ଟି […]

commonwealth_games_2018-m

commonwealth_games_2018-m

Rakesh Mallick
  • Published: Monday, 09 April 2018
  • Updated: 09 April 2018, 12:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ଆଜି ସୁଦ୍ଧା ଭାରତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ଅଛନ୍ତି। ପଦକ ତାଲିକାରେ ଅଷ୍ଟ୍ରେଲିଆ ୩୧ଟି ସ୍ୱର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୧୯ ଓ କାନାଡ଼ା ୭ଇ ସ୍ୱର୍ଣ୍ଣ ପଦକ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ସେହିପରି ଭାରତ ୭ଟି ସ୍ୱର୍ଣ୍ଣ ସହ ୪ର୍ଥ ସ୍ଥାନରେ ରହିଛି। ଭାରତ ମୋଟ୍ ୧୨ଟି ପଦକ ପାଇଛି। ଯେଉଥିରେ ୭ଟି ସ୍ୱର୍ଣ୍ଣ ୨ଟି ସିଲ୍‌ଭର୍‌ ଓ ୩ଟି ବ୍ରୋଞ୍ଜ୍‌ ପଦକ ସାମିଲ।

ଆଜି ଦିନଟି ମହିଳା ଖେଳାଳିଙ୍କ ପାଇଁ ଥିଲା। ୧୬ ବର୍ଷିୟା ମନୁ ସୁଟିଂରେ ସମସ୍ତଙ୍କୁ ଚକିତ କରି ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ। ପୂର୍ବରୁ ସୁଟିଂ ଓ୍ୱାର୍ଲଡ କପରେ ୨ଟି ସ୍ୱର୍ଣ୍ଣ ଜିତିଥିବା ହରିୟାଣାର ମନୁ ଭାକେର୍, ଆଜି ୧୦ ମିଟର ଏୟାର୍ ପିସ୍ତଲ୍ ଇଭେଣ୍ଟରେ ମୋଟ୍ ୨୪୦.୯ ପଏଣ୍ଟର ରେକର୍ଡ ସ୍କୋର୍ କରିଥିଲେ। ଏଇ ଇଭେଣ୍ଟରେ ସିଲ୍‌ଭର୍‌ ମେଡାଲ୍ ବି ଆସିଛି ଭାରତ ଖାତାକୁ। ନିଜ ଦେଶର ସାଥୀ ସୁଟର୍ ହୀନା ସିଧୁ ୨୩୪ ସ୍କୋର୍ ସହ ଜିତିଥିଲେ ରୌପ୍ୟ ପଦକ। ଅାଜି ଗୋଲ୍ଡକୋଷ୍ଟରେ ୬୯ କେଜି ମହିଳା ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି ପୁନମ୍ ଯାଦବ, ଟେବୁଲ୍ ଟେନିସ୍ରେ ବି ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ଜିତିଛି ଭାରତୀୟ ମହିଳା ଦଳ। ଏଥିସହ ୯୪ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ବିକାଶ ଠାକୁରଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story