୧୬ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଏହି ଧାବିକା

ୱାଶିଂଟନ୍‌: ଆମେରିକାର ଧାବିକା ଦାଲିଲାହ ମହମ୍ମଦ ଦୀର୍ଘ ୧୬ ବର୍ଷ ତଳେ ସୃଷ୍ଟି ହୋଇଥିବା ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ମହିଳା ୪୦୦ ମିଟର ହର୍ଡଲ୍ସ ଦୌଡ଼କୁ ସେ ମାତ୍ର ୫୨.୨୦ ସେକେଣ୍ଡରେ ଶେଷ କରି ବିଶ୍ୱ ରେକର୍ଡ କରିଛନ୍ତି। ଆମେରିକା ଚାମ୍ପିୟଶିପ୍‌ର ୪୦୦ ମିଟର ହର୍ଡଲ୍ସ ରେସ୍‌ରେ ଭାଗ ନେଇଥିବା ଦାଲିଲାହ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ପୂର୍ବରୁ ମହିଳା ୪୦୦ ମିଟର ହର୍ଡଲ୍ସରେସ୍‌କୁ ରୁଷର ୟୁଲିୟା ପେଚହୋନକିନା ୫୨.୩୪ ସେକେଣ୍ଡରେ ଅତିକ୍ରମ କରି ବିଶ୍ୱ ରେକର୍ଡ […]

egg

egg

Hemant Lenka
  • Published: Tuesday, 30 July 2019
  • Updated: 30 July 2019, 01:48 PM IST

Sports

Latest News

ୱାଶିଂଟନ୍‌: ଆମେରିକାର ଧାବିକା ଦାଲିଲାହ ମହମ୍ମଦ ଦୀର୍ଘ ୧୬ ବର୍ଷ ତଳେ ସୃଷ୍ଟି ହୋଇଥିବା ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ମହିଳା ୪୦୦ ମିଟର ହର୍ଡଲ୍ସ ଦୌଡ଼କୁ ସେ ମାତ୍ର ୫୨.୨୦ ସେକେଣ୍ଡରେ ଶେଷ କରି ବିଶ୍ୱ ରେକର୍ଡ କରିଛନ୍ତି।

ଆମେରିକା ଚାମ୍ପିୟଶିପ୍‌ର ୪୦୦ ମିଟର ହର୍ଡଲ୍ସ ରେସ୍‌ରେ ଭାଗ ନେଇଥିବା ଦାଲିଲାହ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ପୂର୍ବରୁ ମହିଳା ୪୦୦ ମିଟର ହର୍ଡଲ୍ସରେସ୍‌କୁ ରୁଷର ୟୁଲିୟା ପେଚହୋନକିନା ୫୨.୩୪ ସେକେଣ୍ଡରେ ଅତିକ୍ରମ କରି ବିଶ୍ୱ ରେକର୍ଡ କରିଥିଲେ।

ୟୁଲିୟା ୨୦୦୩ ମସିହା ଅଗଷ୍ଟ ୮ରେ ଏଭଳି ରେକର୍ଡ କରିଥିଲେ। ଦୀର୍ଘ ୧୬ ବର୍ଷ ହେଲା ବିଶ୍ୱର କୌଣସି ଆଥଲେଟ୍‌ ଏହି ରେକର୍ଡକୁ ଭାଙ୍ଗି ପାରି ନଥିଲେ। କିନ୍ତୁ ଦାଲିଲାହ ଆଜି ଏହାକୁ ଭାଙ୍ଗିଛନ୍ତି। ତେବେ ଆଗକୁ ଏହି ରେକର୍ଡ ଅନ୍ୟମାନେ ଭାଙ୍ଗିବେ ବୋଲି ଦାଲିଲାହ କହିଛନ୍ତି।

ଏହାପୂର୍ବରୁ ଅଲିମ୍ପିକ୍ସରେ ମଧ୍ୟ ଦଲିଲାହ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story