‘ଡଙ୍ଗଲ’ ସ୍କ୍ରିନିଂରେ ଯୋଗ ଦେଲେ ମହାବୀର ସିଂ ଫୋଗତ ଏବଂ ଗୀତା

ମୁମ୍ବାଇ: ଅମୀର ଖାନ ଷ୍ଟାରର ‘ଡଙ୍ଗଲ’ର ସ୍କ୍ରିନିଂରେ ମହାବୀର ସିଂ ଫୋଗତ ଏବଂ ତାଙ୍କ ଝିଅ ଗୀତା ଫୋଗତ ଯୋଗ ଦେଇଥିଲେ। ଗତକାଲି ମୁମ୍ବାଇରେ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ଏମାନଙ୍କ ବ୍ୟତୀତ ଗଡ଼ ଅଫ କ୍ରିକେଟ୍‌ ସଚିନ ତେନ୍ଦୁଲକର, ରାଜ ଥାକରେ, ଅର୍ଜୁନ କପୁର, ଅନୀଲ କପୁର ଏବଂ ଆଶୁତୋଷ ଗୋୱାରିକର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅମୀର କହିଥିଲେ,“ସ୍କ୍ରିନିଂରେ ସଲମାନ ଏବଂ ସାହାରୁଖ ଯୋଗ ଦେଇ ପାରିନାହାନ୍ତି। ସେମାନଙ୍କ ଯେବେ ସମୟ ମିଳିବ ମୁଁ […]

amir

amir

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 07:39 PM IST

Sports

Latest News

ମୁମ୍ବାଇ: ଅମୀର ଖାନ ଷ୍ଟାରର ‘ଡଙ୍ଗଲ’ର ସ୍କ୍ରିନିଂରେ ମହାବୀର ସିଂ ଫୋଗତ ଏବଂ ତାଙ୍କ ଝିଅ ଗୀତା ଫୋଗତ ଯୋଗ ଦେଇଥିଲେ। ଗତକାଲି ମୁମ୍ବାଇରେ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ଏମାନଙ୍କ ବ୍ୟତୀତ ଗଡ଼ ଅଫ କ୍ରିକେଟ୍‌ ସଚିନ ତେନ୍ଦୁଲକର, ରାଜ ଥାକରେ, ଅର୍ଜୁନ କପୁର, ଅନୀଲ କପୁର ଏବଂ ଆଶୁତୋଷ ଗୋୱାରିକର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଅମୀର କହିଥିଲେ,“ସ୍କ୍ରିନିଂରେ ସଲମାନ ଏବଂ ସାହାରୁଖ ଯୋଗ ଦେଇ ପାରିନାହାନ୍ତି। ସେମାନଙ୍କ ଯେବେ ସମୟ ମିଳିବ ମୁଁ ତାଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଂ କରିବାକୁ ସେମାନଙ୍କ ପାଖକୁ ମେସେଜ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos