ରିଓ ଅଲିମ୍ପିକ୍‌: କ୍ୱାର୍ଟରଫାଇନାଲ୍‌ରେ ନୌଚାଳକ ଦତ୍ତୁ

ରିଓ ଡି ଜେନେରିଓ: ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ ଶନିବାର ରିଓ ଅଲିମ୍ପିକ୍‌ର ପୁରୁଷ ସିଙ୍ଗିଲ୍ ସ୍କଲ୍‌ସର (ଆହୁଲା ମାରି ନୌଚାଳନା) କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ତୃତୀୟ ସ୍ଥାନରେ ରହିଥିଲେ। ୨୫ ବର୍ଷୀୟ ଏହି ନୌଚାଳକ ୭:୨୧.୬ରେ ଫିନିସିଂ ଲାଇନ୍ ଅତିକ୍ରମ କରିଥିଲେ। କ୍ୟୁବାର ଏଞ୍ଜେଲ୍ ଫର୍ଣ୍ଣିୟର ରୋଡ୍ରିଗେଜ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ମେକ୍ସିକୋର ଜୁଆନ୍ କାର୍‌ଲୋସ୍ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଫ୍‌ଆଇଏସ୍‌ଏ ଏସିଆନ୍ ଓ ଓସିନିଆ ରୋଇଂ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ଜିତି […]

dattu bhokanal

dattu bhokanal

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 10:37 PM IST

ରିଓ ଡି ଜେନେରିଓ: ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ ଶନିବାର ରିଓ ଅଲିମ୍ପିକ୍‌ର ପୁରୁଷ ସିଙ୍ଗିଲ୍ ସ୍କଲ୍‌ସର (ଆହୁଲା ମାରି ନୌଚାଳନା) କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ତୃତୀୟ ସ୍ଥାନରେ ରହିଥିଲେ।

୨୫ ବର୍ଷୀୟ ଏହି ନୌଚାଳକ ୭:୨୧.୬ରେ ଫିନିସିଂ ଲାଇନ୍ ଅତିକ୍ରମ କରିଥିଲେ।

କ୍ୟୁବାର ଏଞ୍ଜେଲ୍ ଫର୍ଣ୍ଣିୟର ରୋଡ୍ରିଗେଜ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ମେକ୍ସିକୋର ଜୁଆନ୍ କାର୍‌ଲୋସ୍ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ଏଫ୍‌ଆଇଏସ୍‌ଏ ଏସିଆନ୍ ଓ ଓସିନିଆ ରୋଇଂ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ଜିତି  ଦତ୍ତୁ ଭୋକାନାଲ ରିଓ ଅଲିମ୍ପିକ୍‌ ପାଇଁ ଟିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story