୬ମାସ ଯାଏ ଗାଡ଼ି ଚଳାଇ ପାରିବେନି ଡେଭିଡ୍ ବେକହାମ୍

ଲଣ୍ଡନ: ଗାଡି ଚଳାଇବା ସମୟରେ ଫୋନର ବ୍ୟବହାର କରିବା ଯୋଗୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ୍ ବେକହାମଙ୍କୁ ୬ମାସ ପାଇଁ ଡ୍ରାଇଭିଂରୁ ଅଯୋଗ୍ୟ ଘୋଷିତ କରାଯାଇଛି। ଗତବର୍ଷ ନଭେମ୍ବରରେ ଲଣ୍ଡନର ୱେଷ୍ଟ ଏଣ୍ଡରେ ଗାଡ଼ି ଚଳାଉଥିବା ବେଳେ ବେକହାମଙ୍କୁ ଫୋନ ବ୍ୟବହାର କରିଥିବାର ଦେଖିବାକୁ ମିଳିଥିଲା। ଏ ନେଇ ଜଣେ ସାଧାରଣ ନାଗରିକ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ବେକହାମ ମଧ୍ୟ ନିଜର ଏହି ଅପରାଧକୁ ସ୍ୱୀକାର ମଧ୍ୟ କରିଛନ୍ତି। ଏହି କାରଣରୁ ବେକହାମଙ୍କ ଉପରେ ୬ମାସର […]

bekham

bekham

Hemant Lenka
  • Published: Thursday, 09 May 2019
  • Updated: 09 May 2019, 09:52 PM IST

Sports

Latest News

ଲଣ୍ଡନ: ଗାଡି ଚଳାଇବା ସମୟରେ ଫୋନର ବ୍ୟବହାର କରିବା ଯୋଗୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ୍ ବେକହାମଙ୍କୁ ୬ମାସ ପାଇଁ ଡ୍ରାଇଭିଂରୁ ଅଯୋଗ୍ୟ ଘୋଷିତ କରାଯାଇଛି। ଗତବର୍ଷ ନଭେମ୍ବରରେ ଲଣ୍ଡନର ୱେଷ୍ଟ ଏଣ୍ଡରେ ଗାଡ଼ି ଚଳାଉଥିବା ବେଳେ ବେକହାମଙ୍କୁ ଫୋନ ବ୍ୟବହାର କରିଥିବାର ଦେଖିବାକୁ ମିଳିଥିଲା। ଏ ନେଇ ଜଣେ ସାଧାରଣ ନାଗରିକ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ବେକହାମ ମଧ୍ୟ ନିଜର ଏହି ଅପରାଧକୁ ସ୍ୱୀକାର ମଧ୍ୟ କରିଛନ୍ତି। ଏହି କାରଣରୁ ବେକହାମଙ୍କ ଉପରେ ୬ମାସର ଗାଡ଼ି ଚଳାଇବା ବ୍ୟାନ୍ ଛଡ଼ା ୭୫୦ ପାଉଣ୍ଡ ଜୋରିମାନା ମଧ୍ୟ ଲଗାଯାଇଛି। ସୂଚନା ଅନୁଯାୟୀ, ବେକହାମ ଚଳାଉଥିବା ଗାଡ଼ିର ନାମ ୱେଣ୍ଟଲେ। ଭାରତରେ ଏହି କାରର ଦାମ ପ୍ରାୟ ୪.୫ କୋଟି ଟଙ୍କା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story