ବିରାଟଙ୍କୁ ଶୁଭକାମନା ଜଣାଇଲେ ଏହି ବ୍ରାଜିଲୀୟ ଫୁଟବଲ ଷ୍ଟାର୍, ଦେଖନ୍ତୁ ଭିଡିଓ

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ଫ୍ୟାନ୍ କେବଳ କ୍ରିକେଟ୍ ଜଗତରେ ସୀମିତ ହୋଇ ରହିନାହିଁ। ଫୁଟବଲ ଜଗତରେ ମଧ୍ୟ ବିରାଟଙ୍କ କ୍ରେଜ୍ ରହିଥିବା ଦେଖିବାକୁ ମିଳିଛି। ବ୍ରାଜିଲ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଏବଂ ଚେଲସୀର ଡିଫେଣ୍ଡର ଡେଭିଡ୍ ଲୁଇଜ୍ ଭାରତୀୟ କ୍ରିକେଟ୍ ଏବଂ ଅଧିନାୟକ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅଭିଜ୍ଞ ଫୁଟବଲର ଟ୍ୱିଟ୍ ଜରିଆରେ ଏକ ଭିଡିଓ ମେସେଜ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କୋହଲିଙ୍କୁ ଭାଇ ବୋଲି ସମ୍ବୋଧିକ କରି […]

luiz

luiz

Hemant Lenka
  • Published: Monday, 27 May 2019
  • Updated: 27 May 2019, 06:02 PM IST

Sports

Latest News

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ଫ୍ୟାନ୍ କେବଳ କ୍ରିକେଟ୍ ଜଗତରେ ସୀମିତ ହୋଇ ରହିନାହିଁ। ଫୁଟବଲ ଜଗତରେ ମଧ୍ୟ ବିରାଟଙ୍କ କ୍ରେଜ୍ ରହିଥିବା ଦେଖିବାକୁ ମିଳିଛି। ବ୍ରାଜିଲ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଏବଂ ଚେଲସୀର ଡିଫେଣ୍ଡର ଡେଭିଡ୍ ଲୁଇଜ୍ ଭାରତୀୟ କ୍ରିକେଟ୍ ଏବଂ ଅଧିନାୟକ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି।

ଏହି ଅଭିଜ୍ଞ ଫୁଟବଲର ଟ୍ୱିଟ୍ ଜରିଆରେ ଏକ ଭିଡିଓ ମେସେଜ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କୋହଲିଙ୍କୁ ଭାଇ ବୋଲି ସମ୍ବୋଧିକ କରି କହିଛନ୍ତି, ଆଗାମୀ ବିଶ୍ୱକପରେ ସେ କୋହଲିଙ୍କ ଟିମକୁ ସମର୍ଥନ କରିବେ।

ଲୁଇଜ୍ କହିଛନ୍ତି, "ବିଶ୍ୱକପ୍ ପାଇଁ ବିରାଟ୍ କୋହଲିଙ୍କୁ ଶୁଭକାମନା। ମୁଁ ଆପଣଙ୍କୁ ସମର୍ଥନ କରିବି । ଶୀଘ୍ର ସାକ୍ଷାତ ହେବ ।' ସୂଚନାଯୋଗ୍ୟ, ୩୨ ବର୍ଷୀୟ ଲୁଇସ୍ ଚଳିତ ସପ୍ତାହରେ ୟୁରୋପା ଲିଗର ଫାଇନାଲରେ ଆର୍ସନଲ ବିପକ୍ଷରେ ମଇଦାନକୁ ଓହ୍ଲାଇବେ।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story