ୱାର୍ଣ୍ଣର୍ ଓ ଫିଞ୍ଚଙ୍କ ଏକାଧିକ ରେକର୍ଡ

ଲଣ୍ଡନ: ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଦୁଇ ଷ୍ଟାର୍ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ୍ ଜବରଦସ୍ତ ଫର୍ମରେ ଅଛନ୍ତି। ଦୁହେଁ ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୱାର୍ଣ୍ଣର୍ ଓ ଫିଞ୍ଚ୍ ଏହି ମ୍ୟାଚରେ ପ୍ରଥମ ୱିକେଟ୍ ପାଇଁ ୧୨୩ ରନର ଶତକୀୟ ଭାଗୀଦାରୀ କରିଛନ୍ତି। ଫିଞ୍ଚ୍ ଓ ୱାର୍ଣ୍ଣର ବିଶ୍ୱର ପ୍ରଥମ ଯୋଡ଼ି ଭାବେ କ୍ରମାଗତ ୫ଥର ୫୦ରୁ ଅଧିକ ରନର ପାର୍ଟନରଶିପ୍ କରିଛନ୍ତି। ଏହି ମାମଲାରେ […]

warner

warner

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 10:17 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଦୁଇ ଷ୍ଟାର୍ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ୍ ଜବରଦସ୍ତ ଫର୍ମରେ ଅଛନ୍ତି। ଦୁହେଁ ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୱାର୍ଣ୍ଣର୍ ଓ ଫିଞ୍ଚ୍ ଏହି ମ୍ୟାଚରେ ପ୍ରଥମ ୱିକେଟ୍ ପାଇଁ ୧୨୩ ରନର ଶତକୀୟ ଭାଗୀଦାରୀ କରିଛନ୍ତି।

ଫିଞ୍ଚ୍ ଓ ୱାର୍ଣ୍ଣର ବିଶ୍ୱର ପ୍ରଥମ ଯୋଡ଼ି ଭାବେ କ୍ରମାଗତ ୫ର ୫୦ରୁ ଅଧିକ ରନର ପାର୍ଟନରଶିପ୍ କରିଛନ୍ତି। ଏହି ମାମଲାରେ ଦୁହେଁ ଇଂଲଣ୍ଡର କ୍ରିସ୍ ଟାଭାରେ ଓ ଗ୍ରେମ୍ ଫଲୋର୍ ( ୧୯୮୩, ୪ଥର), ଅଷ୍ଟ୍ରେଲିଆର ଡେଭିଡ୍ ବୁନ୍ ଓ ଜେଫ୍ ମାର୍ଶ (୧୯୮୭ ଓ ୧୯୯୨, ୪ଥର), ଆମୀର ସୋହେଲ୍ ଓ ସଇଦ ଅନୱର୍ (୧୯୯୬, ୪ଥର) ଏବଂ ଆଡାମ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନ୍ (୨୦୦୩, ୪ଥର)ଙ୍କୁ ପଛରେ ପକାଇଛନ୍ତି।

ଚଳିତ ବିଶ୍ୱକପରେ ୱାର୍ଣ୍ଣର ଓ ଫିଞ୍ଚ୍ ତୃତୀୟଥର ୧୦୦ରୁ ଅଧିକ ରନର ପାର୍ଟନରଶିପର ରେକର୍ଡ କରିଛନ୍ତି। ଏହାଛଡ଼ା ଦୁହେଁ ଅଷ୍ଟ୍ରେଲିଆ ପକ୍ଷରୁ ଇଂଲଣ୍ଡରେ ଦିନିକିଆ କ୍ରିକେଟରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ସର୍ବାଧିକ ରନର ରେକର୍ଡ ମଧ୍ୟ କରିଛନ୍ତି। ଚଳିତ ବିଶ୍ୱକପରେ ୱାର୍ଣ୍ଣର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ସେହିପରି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶତକ ମାରିବା ସହ ଫିଞ୍ଚ୍ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆ କ୍ରିକେଟରେ କୌଣସି ଟିମ୍ ବିପକ୍ଷରେ ସର୍ବାଧିକ ଶତକ ମାରିବାର ରେକର୍ଡ ଏବେ ଫିଞ୍ଚଙ୍କ ନାମରେ ହୋଇଛି। ଫିଞ୍ଚ୍ ଇଂଲଣ୍ଡ ବିପକ୍ଷରେ ମୋଟ ୭ ଶତକ ମାରିବାର ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆଡାମ ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଛନ୍ତି।

ଗିଲଖ୍ରୀଷ୍ଟ ଭାରତ ବିପକ୍ଷରେ ୬ଟି, ରିକି ପଣ୍ଟିଂ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୬ଟି ଶତକ ମାରିଥିଲେ। ଏହାଛଡ଼ା ଫିଞ୍ଚ୍ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପ ଇତିହାସରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଶତକ ମାରିବାର ରେକର୍ଡ କରିଛନ୍ତି। ସେ ୨୦୧୫ ବିଶ୍ୱକପରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଶତକ ମାରିଥିଲେ। ବିଶ୍ୱକପରେ ଗୋଟିଏ ଟିମ୍ ବିରୋଧରେ ସର୍ବାଧିକ ଶତକର ରେକର୍ଡ ଏବି ଡି'ଭିଲିୟର୍ସଙ୍କ ନାମରେ ରହିଛି, ଯିଏ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନୋଟି ଶତକ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story