ଟ୍ରିପଲ ଟନ୍‌ ପରେ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ୱାର୍ଣ୍ଣର

ଆଡିଲେଡ୍‌: ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଡାଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଟ୍ରିପଲ ଟନ୍‌ ହାସଲ କରି ଏକାଧିକ ରେକର୍ଡ କରିଛନ୍ତି। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନ୍‌ର ଇନିଂସ୍‌ ଖେଳି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଆଜିର ଟ୍ରିପଲ ଟନ୍‌ ପରେ ୱାର୍ଣ୍ଣର କିମ୍ବଦନ୍ତୀ କ୍ରିକେଟର ଡନ୍‌ ବ୍ରାଡମ୍ୟାନଙ୍କ ୨ଟି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବ୍ରାଡମ୍ୟାନ ୧୯୩୧-୩୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୨୯୯ ରନ୍‌ର […]

w

w

Hemant Lenka
  • Published: Saturday, 30 November 2019
  • Updated: 30 November 2019, 04:46 PM IST

Sports

Latest News

ଆଡିଲେଡ୍‌: ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଡାଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଟ୍ରିପଲ ଟନ୍‌ ହାସଲ କରି ଏକାଧିକ ରେକର୍ଡ କରିଛନ୍ତି। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନ୍‌ର ଇନିଂସ୍‌ ଖେଳି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଆଜିର ଟ୍ରିପଲ ଟନ୍‌ ପରେ ୱାର୍ଣ୍ଣର କିମ୍ବଦନ୍ତୀ କ୍ରିକେଟର ଡନ୍‌ ବ୍ରାଡମ୍ୟାନଙ୍କ ୨ଟି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ବ୍ରାଡମ୍ୟାନ ୧୯୩୧-୩୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୨୯୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହା ଆଡେଲେଡ୍‌ ଓଭାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ହେଲେ ଆଜି ସେହି ଆଡେଲେଡ୍‌ ଓଭାଲରେ ୱାର୍ଣ୍ଣର ତାଙ୍କ ରେକର୍ଡ ଭାଙ୍ଗିଛନ୍ତି।

କେବଳ ଓଭାଲରେ ଯେ ୱାର୍ଣ୍ଣର ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ନାହାନ୍ତି, ବରଂ ବ୍ରାଡମ୍ୟାନଙ୍କ ସର୍ବାଧିକ ଟେଷ୍ଟ ସ୍କୋର ୩୩୪କୁ ମଧ୍ୟ ଆଜି ୱାର୍ଣ୍ଣର ଅତିକ୍ରମ କରିଯାଇଛନ୍ତି। ୱାର୍ଣ୍ଣର ଏକ ରନ୍‌ ନେଇ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ୫୮୯/୩ରେ ଦଳର ପ୍ରଥମ ପାଳି ଘୋଷଣା କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ମାଥ୍ୟୁ ହେଡେନଙ୍କ ନାଁରେ ରହିଛି। ସେ ୨୦୦୩ରେ ୩୮୦ ରନ୍‌ର ଇନିଂସ୍‌ ଖେଳିଥିଲେ। ଏବେ ୱାର୍ଣ୍ଣର ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି।

ସେହିପରି ୱାର୍ଣ୍ଣର ପାକିସ୍ତାନର ଅଧିନାୟକ ଆଝାର ଅଲୀଙ୍କ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି। ଆଝାର ଅଲୀ ଦିବାରାତ୍ର ଟେଷ୍ଟରେ ସବୁଠାରୁ ବଡ଼ ୩୦୨ ରନ୍‌ର ଇନିଂସ ଖେଳିଥିଲେ। ହେଲେ ଆଜି ୱାର୍ଣ୍ଣର ୩୩୫ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ବଲ ବିକୃତ କରିବା ଘଟଣାରେ ୧୨ ମାସ ନିଲମ୍ବିତ ହେବା ପରେ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜକୁ ୱାର୍ଣ୍ଣର କମବ୍ୟାକ କରିଥିଲେ। ହେଲେ ଏହି ସିରିଜରେ ତାଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ତେବେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ୱାର୍ଣ୍ଣର ଦ୍ୱିତୀୟ ଟେଷ୍ଟରେ ଟ୍ରିପଲ ଟନ୍‌ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story